ଭୁବନେଶ୍ୱର,୩୦/୦୯: ବିଜେଡି କର୍ପୋରେଟର କଳି ଘନେଇବା ପରେ ଆକ୍ସନ ମୋଡ୍କୁ ଆସିଲେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳରେ ବିଶୃଙ୍ଖଳା କାର୍ଯ୍ୟକଳାପ ପାଇଁ ୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି । କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର ଏବଂ ଅମରେଶ ଜେନା, ବିଜୁ ଯୁବ ଜନତା ଦଳର ସଭାପତି ରାଜେଶ ପାତ୍ରଙ୍କ ସହ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଚିବ ବିବେକ ସ୍ବାଇଁଙ୍କୁ ଏହି କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏହି କାରଣ ଦର୍ଶାଅ ନୋଟିସର ଉତ୍ତର ଦେବାକୁ ୧୫ ଦିନ ସମୟ ଦିଆଯାଇଛି ।
ଜମ୍ମୁକାଶ୍ମୀରରେ ବାଜିମାତ୍ କରିପାରେ ଏନସି-କଂଗ୍ରେସ...