ପ୍ରମୁଖ ଖବର
  • ଚଣ୍ଡିଗଡ଼ ମେୟର ନିର୍ବାଚନ: ଆପ୍‌ ପ୍ରାର୍ଥୀ ବିଜୟୀ , ଫଳାଫଳ ଘୋଷଣା କଲେ ସୁପ୍ରିମକୋର୍ଟ
  • ||
  • ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଇଣ୍ଡିଆନ୍ ସ୍କ୍ବାର୍ଡକୁ ଫେରିବେ କେ.ଏଲ୍‌ ରାହୁଲ
  • ||
  • କଣ୍ଟାବାଞ୍ଜି ବିଧାୟକଙ୍କୁ ହତ୍ୟା ଧମକ ଘଟଣା, ନଗର କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ମଙ୍ଗଳବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକାର୍ପଣ ହେବ ସ୍କିଲ୍‌ ଇଣ୍ଡିଆ ସେଣ୍ଟର
  • ||
  • ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଝୁଲିପଡିଲେ ଛାତ୍ର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୪-୨୫ ପର୍ବପର୍ବାଣୀ ତାଲିକା ପ୍ରକାଶ: ଜୁନ୍‌ ୨୨ରେ ସ୍ନାନ ଯାତ୍ରା, ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା
  • ||
  • ରାଜ୍ୟର ୯୬ ଲକ୍ଷ ପରିବାରକୁ ମିଳିବ ହଜାରେ ଲେଖାଏଁ, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ବୁର୍ଜା ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇ ଜୀବନ, ୨ ଆହତ
  • ||
  • ମଙ୍ଗଳବାର ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଗଙ୍ଗାଧର ସେଚ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ମାଘରେ ବଢ଼ୁଛି ତାତି: ଟିଟଲାଗଡ଼ ପାଲଟିଲାଣି ତତଲା ସହର, ୩୬ ଡିଗ୍ରୀ ପାର୍ ତାପମାତ୍ରା, ୨୪ରୁ ଘଡଘଡି ସହ ବର୍ଷା ସମ୍ଭାବନା
  • ||
  • ମଙ୍ଗଳବାରଠୁ ମାଟ୍ରିକ ପରୀକ୍ଷା: ୫ଲକ୍ଷ ୫୧ ହଜାର ୬୨୧ଛାତ୍ରଛାତ୍ରୀ ଦେବେ ପରୀକ୍ଷା, କପି ଜଗିବ AI କ୍ୟାମେରା
  • ||

ନରସିହ୍ମା ରାଓଙ୍କୁ ଭାରତ ରତ୍ନ ଦେବା ନେଇ ଆସିଲା କଂଗ୍ରେସର ପ୍ରତିକ୍ରିୟା, ଜାଣନ୍ତୁ ସୋନିଆଙ୍କ ଓ ଦଳର ଅନ୍ୟ ନେତା କ’ଣ କହି​‌ଲେ?

ନୂଆଦିଲ୍ଲୀ,୯।୨:  ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପିଭି ନରସିହ୍ମା ରାଓ ଓ ସବୁଜ କ୍ରାନ୍ତିର ଜନକ  ଡକ୍ଟର ଏମ୍‌ଏସ୍‌ ସ୍ବାମୀନାଥନଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ’ ଭାରତ ରତ୍ନ’ (ମରଣୋପରାନ୍ତ)ରେ ସମ୍ମାନିକ କରାଯିବ। ସୋସିଆଲ ମିଡିଆ ‘ଏକ୍ସ’‌ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଏହି ସୂଚନା ଦେଇଛନ୍ତି। ଏହି ଘୋଷଣା ପରେ ବିରୋଧି ଦଳଙ୍କର ପ୍ରତିକ୍ରିୟା ଆସିବାରେ ଲାଗିଛି। ଏହାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଖୁସି ବ୍ୟକ୍ତ କରିଛନ୍ତି। ସେ ଏହି ନିଷ୍ପତ୍ତିକୁ ସ୍ବାଗତ ମଧ୍ୟ କରିଛନ୍ତି।

ଅନ୍ୟପକ୍ଷେ ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କୁ ଯେତେବେଳେ ପଚରା ଯାଇଥିଲା, କଂଗ୍ରେସ ନିଜର ନେତା ପିଭି ନରସିହ୍ମା ରାଓଙ୍କୁ ‘ଭାରତ ରତ୍ନ’ କାହିଁକି ଦିଆଯାଇନଥିଲା ? ଏହାର ଉତ୍ତରରେ ଅଧିର ରଞ୍ଜନ କହିଛନ୍ତି, ଆରେ ତ ଏଥିରେ କ’ଣ ହେଲା ? କେହି ତ ଜଣେ ଦେଲେ। ଏହା ସରକାରଙ୍କ ନିଷ୍ପତ୍ତି। ଏହାଛଡା ସମାଜବାଦୀ ପାର୍ଟି ସୁପ୍ରିମକୋଟ ଅଖିଳେଶ ଯାଦବ କହିଛନ୍ତି, ଅନେକ ଅନେକ ଶୁଭେଚ୍ଚା। ଚୌଧୁରୀ ଚରଣକ ସିଂହ ଜୀଙ୍କ ପାଇଁ ଆମେ ବହୁତ ଖୁସି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.