ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନଦୀରେ ଗାଧୋଇବା ବେଳେ ବୁଡିଯାଇ ଛାତ୍ର ମୃତ

ସାଲେପୁର, ୨।୫ : ନଦୀରେ  ସାଙ୍ଗମାନଙ୍କ ସହିତ ଗାଧୋଇବା ସମୟରେ ବୁଡିଯାଇ ଜଣେ ଛାତ୍ରର ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ବ୍ଳକ ମୁକୃଣ୍ଡି ସ୍ଥିତ ଚିତ୍ରୋତଳା ନଦୀରେ। ମୃତ ଛାତ୍ର ଜଣକ ହେଲେ ସାଲେପୁର ବ୍ଳକ ମୁକୃଣ୍ଡି ଗ୍ରାମର ଅମୂଲ୍ୟ କୁମାର ବେହେରାଙ୍କ ପୁତ୍ର ପ୍ରୀତି ରଂଜନ ବେହେରା।ସେ ସାଲେପୁର କଲେଜର +୨ ଛାତ୍ର ଅଟନ୍ତି।

ମାମୁଁକୁ ପଥରରେ ଛେଚି ଛେଚି ମାରିଲା ନୃଶଂସ ଭଣଜା 

 ସୂଚନା ମୁତାବକ ପ୍ରୀତି ରଂଜନ ବେହେରା ସାଙ୍ଗ ମାନଙ୍କ ସହ  ଚିତ୍ରୋତଳା ନଦୀକୁ ଗାଧୋଇବା ପାଇଁ ଯାଇ ଥିବା ବେଳେ ନଦୀରେ ବୁଡିଯାଇଥିଲେ। ସ୍ଥାନୀୟ ଲୋକେ ଓ ସାଲେପୁର ଅଗ୍ନିଶମ ବାହିନୀ ବହୁ  ଖୋଜାଖୋଜି ପରେ ମୃତ ଦେହକୁ ଉଦ୍ଧାର କରିଥିଲେ। ଘଟଣା ସ୍ଥଳରେ କିଶୋରନଗର ପୋଲିସ ପହଞ୍ଚି ମୃତ ଛାତ୍ରର ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବବ୍ୟବଚ୍ଛେଦ ପାଇଁ କଟକ ପଠାଇ ତଦନ୍ତ  କରୁଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.