ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜୋରଦାର ନାଇଟ ବ୍ଲକିଂଚେକିଂ, ରାଜଧାନୀ ରାସ୍ତାରେ କଣ୍ଟା ବିଛାଇଲା ପୁଲିସ୍

ଭୁବନେଶ୍ବର,୯/୬ : ରାଜଧାନୀର ୨୪ଟି ଥାନାରେ ଜୋରଦାର ନାଇଟ ବ୍ଲକିଂଚେକିଂ । ଡ୍ରଙ୍କ ଡ୍ରାଇଭର ସହ ରିଭର୍ଷ ରାଇଡରଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ । ରାଜଧାନୀ ରାସ୍ତାରେ ପ୍ରଥମ କରି କଣ୍ଟା ବିଛାଇଲା ପୁଲିସ୍ । ରିଭର୍ସ ରାଇଡିଂବେଳେ ସ୍ପାଇକ୍ ପ୍ଲେଟ୍ ଦ୍ଵାରା ଏକାଧିକ ଗାଡ଼ିର ଟାୟାର ପଞ୍ଚର୍ କଲା କମିଶନରେଟ୍ ପୁଲିସ୍ । ନିଶାସକ୍ତ ଡ୍ରାଇଭରଙ୍କ କବଳରୁ ସାଧାରଣ ଜନତା ଏବଂ ଡ୍ୟୁଟିରେ ଥିବା ପୁଲିସ୍ କର୍ମୀଙ୍କୁ ରକ୍ଷା କରିବା ପାଇଁ ନୂଆ ଉପାୟ କରାଯାଇଥିବା ସୂଚନା ଦେଲେ ଟୁଇନ୍ ସିଟି ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.