ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସତ୍ୟବାଦୀରେ ବାଘ ଆତଙ୍କ, ସୋସିଆଲ ମିଡିଆରେ ଘୂରି ବୁଲୁଛି ଭିଡିଓ

କଣାସ, ୦୨/୦୩ : ସତ୍ୟବାଦୀରେ ବାଘ ଆତଙ୍କ। ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଳୁଗୁମୁ ପଞ୍ଚାୟତ ସିଙ୍ଘାକୁଦାରେ ବାଘ ବୁଲୁଥିବାର ଦେଖିବାକୁ ମିଳିଛି। ସୋସିଆଲ ମିଡ଼ିଆରେ ଭିଡିଓ ଭାଇରଲ ହେବାରେ ଲାଗିଛି। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ବାଘକୁ ଖୋଜୁଛି।

ସୂଚନାନୁଯାୟୀ, ପୁରୀ ଜିଲ୍ଲା DFOଙ୍କ ସମେତ ବନ ବିଭାଗର କର୍ମଚାରୀମାନେ ତଦନ୍ତ କରୁଛନ୍ତି। ଘଟଣା ସ୍ଥଳରୁ ବନ ବିଭାଗ ମଳ, ପାଦ ଚି଼ହ୍ନ ସମେତ ମାଟି ପରୀକ୍ଷା କରିବାକୁ ନେବା ସହିତ ଅଞ୍ଚଳବାସୀ ଭୟ ନକରିବା ପାଇଁ ଅନୁରୋଧ କରିଛନ୍ତି। ଏହା ବାଘ ନୁହେଁ ବରଂ ଫିସିଂ କ୍ୟାଟ ବୋଲି DFO କହିଥିବା ବେଳେ ଅଞ୍ଚଳବାସୀ ବିଶ୍ୱାସ କରିବାକୁ ନାରାଜ। ସେପଟେ ଯେଉଁ ବ୍ୟକ୍ତି ଭିଡିଓ କରିଥିଲେ ସେମାନେ ବାଘ ବୋଲି ଦାବି କରୁଛନ୍ତି। ତେବେ ତାହା ବାଘ କି ବଣଭୁଆ ତଦନ୍ତ ପରେ ସମ୍ପୂର୍ଣ୍ଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ କହିଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.