ପ୍ରମୂଖ ଖବର
  • ବଲାଙ୍ଗୀର : ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ହରେକୃଷ୍ଣ ସାହୁଙ୍କ ଠାରୁ ୭ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ
  • ||
  • ବୌଦ୍ଧ : ସାମାନ୍ୟ ବଚସାକୁ ନେଇ ଛୁରା ମାଡ, ଯୁବକ ମୃତ
  • ||
  • ଉଦଳା : ମରିଗଲା ମାନବିକତା, ପୋଲ ତଳେ ନବଜାତକକୁ ଛାଡି ଚାଲିଗଲା ମା
  • ||
  • ଗୁଣପୁର : ପିକ୍‌ଅପ୍ ଭ୍ୟାନ୍ ସହ ୨୫ ଟି ଶାଳ କାଠ ଜବତ, ୨ ଗିରଫ
  • ||
  • ୧୦,୩୦୦ କୁଇଣ୍ଟାଲ୍ ଅର୍ପଣ ଚାଉଳ ନିଲାମ; ୨ କୋଟି ୮୬ ହଜାର ଟଙ୍କାରେ ନିଲାମ, ଶ୍ରୀମନ୍ଦିର ପାଣ୍ଠିରେ ଜମା ହେବ ଟଙ୍କା
  • ||
  • ରାଜଧାନୀରେ ପୋଲିସକୁ ଛୁରାମାଡ଼, କନେଷ୍ଟବଳ ଆହତ
  • ||
  • ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣ ହେବ ତୃତୀୟ ଟର୍ମିନାଲ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ
  • ||
  • ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା, ୩୨୬ ନମ୍ବର ରାଞ୍ଚି – ବିଜାଓ୍ବାଡା ଜାତୀୟ ରାଜପଥ ଅବରୋଧ
  • ||
  • ପାଟଣା : ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ
  • ||
  • ଚୌଦ୍ବାର : ରେଳ ଧାରଣରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଉଦଳା : ସିସିଟିଭିରେ ଗାମୁଛା ଗୁଡ଼ାଇ ଚୋରି, ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍
  • ||
  • ବଣାଇ : ରେଡ଼ିଓକୁଲାର ଲଗାଇବା ପରେ ଦନ୍ତାର ଉତ୍ପାତ, ଘରେ ପଶି ବ୍ୟକ୍ତିଙ୍କୁ କଚାଡ଼ି ମାରିଲା ହାତୀ
  • ||
  • ସୁନ୍ଦରଗଡ : ଘରେ ପଶି ଦୁଇ ଗାଡି ଜାଳିଦେଲେ ଦୁର୍ବୃତ୍ତ; ଜଣେ ଅଟକ
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଦକ୍ଷିଣ ଆଫ୍ରିକା - ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟକ୍କର, ସ୍ୱତନ୍ତ୍ର ଜର୍ସି ପିନ୍ଧି ଖେଳିବ ଦ.ଆଫ୍ରିକା
  • ||
  • ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ: ଯାତାୟାତ ଠପ୍‌, ଯାତ୍ରୀ ହନ୍ତସନ୍ତ
  • ||
  • ଦଶହରାରେ ବର୍ଷା ନାହିଁ, ରହିବ ଗୁଳୁଗୁଳି ପାଗ: ଓଡ଼ିଶା ଉପରେ ପଡିବନି ଲଘୁଚାପ ପ୍ରଭାବ
  • ||
  • ସମ୍ବଲପୁର ମଣ୍ଡଳ ଜେଲ୍‌ରେ ରେଡ୍‌, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ
  • ||

ରୁଷ୍‌ର ଅସ୍ତ୍ର ଡିପୋ ଉପରେ ୟୁକ୍ରେନ୍‌ର ଡ୍ରୋନ୍‌ ହମଲା, ୬ କିମି ଅଞ୍ଚଳକୁ ବ୍ୟାପିଲା ନିଆଁ

ମସ୍କୋ, ୧୯/୦୯: ରୁଷ୍‌ର ଏକ ଅସ୍ତ୍ରଶସ୍ତ୍ର ଡିପୋ ଉପରେ ବଡ଼ ଧରଣର ଡ୍ରୋନ୍‌ ଆକ୍ରମଣ କରିଛି ୟୁକ୍ରେନ । ରୁଷ୍‌ର ତ୍ୱେର କ୍ଷେତ୍ରରେ ଏହି ଆକ୍ରମଣ ହୋଇଛି ।  ଏଠାରେ ଥିବା ଅନେକ ମିସାଇଲ, ବୋମା, ଗୋଳାବାରୁଦ ନଷ୍ଟ ହୋଇଯାଇଛି ।  ଏଥିରେ କେତେକ ବାଲିଷ୍ଟିକ ମିସାଇଲ ମଧ୍ୟ ଥିଲା । ଏହା ବ୍ୟତୀତ ଏଠାରେ  ତୋଚକା-ୟୁ ଟାକ୍ଟିକାଲ ମିସାଇଲ ସିଷ୍ଟମ ଏବଂ ଅନେକ ଗାଇଡେଡ୍‌ ବୋମା ମହଜୁଦ ଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି । ଉକ୍ତ ଅସ୍ତ୍ର ଡିପୋରେ ଉତ୍ତର କୋରିଆର  କେତେକ ମିସାଇଲ ଥିଲା ବୋଲି ୟୁକ୍ରେନ୍‌ କହିଛି ।  

ଆକ୍ରମଣ ପରେ ପ୍ରାୟ ୬ କିମି ପର୍ଯ୍ୟନ୍ତ ନିଆଁ ବ୍ୟାପି  ଯାଇଥିଲା । ଏହି ସମୟରେ ଭୂକମ୍ପର ହାଲୁକା ଝଟକା  ଅନୁଭୂତ ହୋଇଥିଲା । ତେବେ ୟୁକ୍ରେନ୍‌ର ୫୪ ଡ୍ରୋନ୍‌କୁ ରୁଷ୍‌ ଖସାଇ ଦେଇଥିବା  ଦାବି କରିଛି । ରୁଷ୍‌ ୨୦୧୫ରେ ପ୍ରାୟ ୩୨୬ କୋଟି ଟଙ୍କାରେ ଏକ ବଡ଼ ଅସ୍ତ୍ରଶସ୍ତ୍ର ଡିପୋ  ବନାଇଥିବା ନେଇ ରୁଷ୍‌ର ସରକାରୀ ନ୍ୟୁଜ୍‌ ଏଜେନ୍ସି ୨୦୧୮ରେ ସୂଚନା ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.