ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ୟୁପିରେ ୫୩ ସିଟ୍‌ରେ ଆଗୁଆ ବିଜେପି, ପ୍ରାରମ୍ଭିକ ଟ୍ରେଣ୍ଡରେ ମୋଦି, ରାହୁଲ, ରାଜନାଥ ଏବଂ ସ୍ମୃତି ଇରାନୀ ଆଗରେ

ନୂଆଦିଲ୍ଲୀ, ୦୪/୦୬ : ୟୁପି ଲୋକସଭା ଆସନରେ ଭୋଟ୍ ଗଣତି ଜାରି ରହିଛି। ସକାଳ ୮ଟାରୁ ପୋଷ୍ଟାଲ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁଯାୟୀ, ରାଜ୍ୟରେ ବିଜେପି ଆଗୁଆ ରହିଛି। ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲକ୍ଷ୍ନୌରେ ରାଜନାଥ ସିଂହ, ମୋହନଲାଲଗଞ୍ଜରୁ କୌଶଳ କିଶୋର, ଅମେଠିରୁ ସ୍ମୃତି ଇରାନୀ ଆଗୁଆ ଚାଲିଛନ୍ତି। ସେପଟେ ରାୟବରେଲିରେ ରାହୁଲ ଗାନ୍ଧୀ ଏବଂ କନୌଜରେ ଅଖିଳେଶ ଯାଦବ, ମୈନୀପୁରୀରେ ତାଙ୍କ ପତ୍ନୀ ଡିମ୍ପଲ ଯାଦବ ଆଗରେ ରହିଛନ୍ତି। 

ୟୁପିର ବାରଣାସୀ, ରାୟବରେଲୀ, ଅମେଠି, ମୈନପୁରୀ ଆଦି ସିଟ୍‌ରେ ହେଭିୱେଟ୍ ତାଙ୍କର ଭାଗ୍ୟ ପରୀକ୍ଷା କରୁଛନ୍ତି। ତେଣୁ ଏହି ସବୁ ସିଟ୍ ଗୁଡ଼ିକ ଉପରେ ସମସ୍ତଙ୍କର ନଜର ରହିବ। ତେବେ ଗତ ୨ ନିର୍ବାଚନରେ ଏଠାରେ ବିଜେପିକୁ ଜନମତ ମିଳିଛି। ତେବେ ୨୦୨୪ରେ ବିଜେପି ଇତିହାସକୁ ଅପରିବର୍ତ୍ତିତ ରଖିବ କି ସପା-କଂଗ୍ରେସର ମହାମେଣ୍ଟ ବାଜି ମାରିବ ତାହା ଦେଖିବାକୁ ବାକି ରହିଲା। 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.