ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ, ଜାଣନ୍ତୁ କାହିଁକି ପାଳନ କରାଯାଏ ଏହି ଦିନ

ଭୁବନେଶ୍ୱର ୧୭/୦୫: ଉଚ୍ଚ ରକ୍ତଚାପର ପ୍ରତିରୋଧ, ଚିହ୍ନଟ ଓ ନିୟନ୍ତ୍ରଣ ଉପରେ ସଚେତନତା ସୃଷ୍ଟି ଓ ପ୍ରୋତ୍ସାହନ ଲାଗି ପ୍ରତି ବର୍ଷ ମେ ୧୭ ତାରିଖରେ ପାଳିତ ହୁଏ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ । ଶରୀରର ଧମନୀ ଓ ମୁଖ୍ୟ ରକ୍ତ ବାହିକାଗୁଡ଼ିକର ୱାଲ୍‌ର ବିପରୀତ ସଂଚାଳିତ ରକ୍ତ ଦ୍ୱାରା ନିର୍ଗତ ବଳ ହେଉଛି ରକ୍ତ ଚାପ । 

ରକ୍ତ ଚାପ ଯେତେବେଳେ ଅତ୍ୟଧିକ ବଢ଼ିଯାଏ, ତାକୁ ଉଚ୍ଚ ରକ୍ତଚାପ କୁହାଯାଏ । ଦୁଇଟି ସଂଖ୍ୟା ଭାବେ ରକ୍ତ ଚାପକୁ ଲେଖାଯାଏ । ହୃତ୍‌ପିଣ୍ଡ ଯେତେବେଳେ ସଙ୍କୁଚିତ ବା ସ୍ପନ୍ଦିତ ହୁଏ, ପ୍ରଥମ (ସିଷ୍ଟୋଲିକ୍‌) ସଂଖ୍ୟା ରକ୍ତ ବାହିକାରେ ଚାପକୁ ପ୍ରତିନିଧିତ୍ୱ କରେ । ହୃତ୍‌ପିଣ୍ଡ ଯେତେବେଳେ ସ୍ପନ୍ଦନ ମଧ୍ୟରେ ଆରାମ କରେ, ୨ୟ (ଡାଇଷ୍ଟୋଲିକ୍‌) ସଂଖ୍ୟା ଚାପକୁ ପ୍ରତିନିଧିତ୍ୱ କରେ । ୨୦୦୬ ମସିହା, ମେ ୧୪ ତାରିଖରେ ଡବ୍ଲ୍ୟୁଏଚ୍‌ଏଲ୍‌ ଏହି ଦିବସ ଆରମ୍ଭ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.