ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ, ଜାଣନ୍ତୁ କାହିଁକି ପାଳନ କରାଯାଏ ଏହି ଦିନ

ଭୁବନେଶ୍ୱର ୧୭/୦୫: ଉଚ୍ଚ ରକ୍ତଚାପର ପ୍ରତିରୋଧ, ଚିହ୍ନଟ ଓ ନିୟନ୍ତ୍ରଣ ଉପରେ ସଚେତନତା ସୃଷ୍ଟି ଓ ପ୍ରୋତ୍ସାହନ ଲାଗି ପ୍ରତି ବର୍ଷ ମେ ୧୭ ତାରିଖରେ ପାଳିତ ହୁଏ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ । ଶରୀରର ଧମନୀ ଓ ମୁଖ୍ୟ ରକ୍ତ ବାହିକାଗୁଡ଼ିକର ୱାଲ୍‌ର ବିପରୀତ ସଂଚାଳିତ ରକ୍ତ ଦ୍ୱାରା ନିର୍ଗତ ବଳ ହେଉଛି ରକ୍ତ ଚାପ । 

ରକ୍ତ ଚାପ ଯେତେବେଳେ ଅତ୍ୟଧିକ ବଢ଼ିଯାଏ, ତାକୁ ଉଚ୍ଚ ରକ୍ତଚାପ କୁହାଯାଏ । ଦୁଇଟି ସଂଖ୍ୟା ଭାବେ ରକ୍ତ ଚାପକୁ ଲେଖାଯାଏ । ହୃତ୍‌ପିଣ୍ଡ ଯେତେବେଳେ ସଙ୍କୁଚିତ ବା ସ୍ପନ୍ଦିତ ହୁଏ, ପ୍ରଥମ (ସିଷ୍ଟୋଲିକ୍‌) ସଂଖ୍ୟା ରକ୍ତ ବାହିକାରେ ଚାପକୁ ପ୍ରତିନିଧିତ୍ୱ କରେ । ହୃତ୍‌ପିଣ୍ଡ ଯେତେବେଳେ ସ୍ପନ୍ଦନ ମଧ୍ୟରେ ଆରାମ କରେ, ୨ୟ (ଡାଇଷ୍ଟୋଲିକ୍‌) ସଂଖ୍ୟା ଚାପକୁ ପ୍ରତିନିଧିତ୍ୱ କରେ । ୨୦୦୬ ମସିହା, ମେ ୧୪ ତାରିଖରେ ଡବ୍ଲ୍ୟୁଏଚ୍‌ଏଲ୍‌ ଏହି ଦିବସ ଆରମ୍ଭ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.