ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯୁବକଙ୍କୁ ଚାପିଦେଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ

କେନ୍ଦୁଝର ସଦର,୨୧/୫ : ଯୁବକଙ୍କୁ ଧକ୍କା ଦେଲା ଟ୍ରକ୍। ଘଟଣାସ୍ଥଳରେ ମୃତ। କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ପଳାଶପଙ୍ଗା ଓଭରବ୍ରିଜ୍ ନିକଟରେ ସକାଳ ପାଞ୍ଚଟା ୪୫ ସମୟରେ ଏହି ଦୁର୍ଘଟଣା ଘଟିଛି। ଏକ ୧୬ ଚକିଆ ଟ୍ରକ୍‌ଟି ଯୁବକଙ୍କ ଉପରେ ଚଢି ଯିବାରୁ ଯୁବକଙ୍କ ଅଣ୍ଟା ଉପର ଭାଗ ସମ୍ପୂର୍ଣ୍ଣ ପିଚୁରେ ମିଶିଯାଇଛି। ଶବକୁ ଚିହ୍ନିବା ସମ୍ଭବ କଷ୍ଟ ସାଧ୍ୟ ହୋଇପଡିଛି। ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.