କଟକ,୭।୧୨ : କଟକ ପାରାଦୀପ ଜାତୀୟ ରାଜପଥର ସିଆରଆରଆଇ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଇକ ଚାଳକଙ୍କ ଉପରେ ବସ ମାଡିଯାଇଛି । ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଜଗତସିଂହପୁର ଅଞ୍ଚଳର ବୋଲି ଜଣାପଡିଛି। ଖବର ପାଇ ସିଆରଆରଆଇ ଥାନା ପୋଲିସ ପହଞ୍ଚି ବସ ଚାଳକଙ୍କୁ ଅଟକ ରଖିବା ସହ ବସକୁ ଜବତ କରିଛି।
ଆହୁରି ପଢନ୍ତୁ : ଚନ୍ଦୁ ହତ୍ୟା ମାମଲା : ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ