ଫିରିଙ୍ଗିଆ,୧୧।୬ କାଳବୈଶାଖୀ ପ୍ରଭାବରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଂଚଳରେ ମଧ୍ୟ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବ୍ଲକ ର ଗୋଛାପଡା ଥାନା ଅଂଚଳରେ ବଜ୍ରପାତ ରେ ଜଣେ ଯୁବକ ଗୁରୁତର ଆହତ ହୋଇଛି। ଆହତ ଯୁବକ ଜଣକ ଗୋଛାପଡା ଥାନା କଟରିଙ୍ଗିଆ ପଂଚାୟତ ପାଲଚି ଗାଁ ର ରାଉଳ ଦିଗାଲ।
ରାଉଳ ଦିଗାଲ ପାଣି ଆଣୁଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା I ଫଳରେ ସେ ଅଚେତ ହୋଇ ଘରଭିତରେ ପଡିଯାଇଥିଲେ I ପରେ ପରିବାର ଲୋକେ ତାଙ୍କୁ ଏକ ଅଟୋ ଭଡା କରି ଚିକିତ୍ସାପାଇଁ ଫୁଲବାଣୀ ମେଡିକାଲ ରେ ଭର୍ତ୍ତି ଥିବା ବେଳେ ବର୍ତ୍ତମାନ ମଧ୍ୟ୍ୟ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି I