ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଟିମ୍‌ ଇଣ୍ଡିଆ ସହକାରୀ କୋଚ୍‌: ବୋଲିଂ କୋଚ ଦୌଡ଼ରେ ଜାହିର, ବାଲାଜୀ

Published By : Prameya | July 11, 2024 11:06 AM

ମୁମ୍ବାଇ,୧୧/୦୭: ଟି-ଟ୍ୱେଣ୍ଟି  ବିଶ୍ୱକପ୍‌ ସହ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ଓ ସହକାରୀ କୋଚ୍‌ଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଦ୍ରାବିଡଙ୍କ ସ୍ଥାନରେ ପୂର୍ବତନ ଟିମ ଇଣ୍ଡିଆ ଓପନର ଗୌତମ ଗମ୍ଭୀର ନୂଆ କୋଚ୍‌  ନିଯୁକ୍ତ ହୋଇସାରିଛନ୍ତି । ବର୍ତ୍ତମାନ ସହକାରୀ କୋଚ୍‌ମାନଙ୍କ ପାଳି। ବିସିସିଆଇ ଇତି ମଧ୍ୟରେ  ସହକାରୀ କୋଚମାନଙ୍କ ପାଇଁ ଆବେଦନ  ପତ୍ର ଆହ୍ୱାନ କରିଛି । 

ଯାହା ଶୁଣିବାକୁ ମିଳୁଛି,  ବୋଲିଂ କୋଚ୍‌ ଦୌଡରେ ପୂର୍ବତନ ପ୍ରସିଦ୍ଧ  ବାମ ହାତି ପେସ୍‌ ବୋଲର ଜାହିର ଖାନ  ରହିଛନ୍ତି । ଜାହିର ୯୨ଟି ଟେଷ୍ଟ ଖେଳି ୩୧୧ଟି  ଓ ୨୦୦ଟି ଦିନିକିଆରୁ ୨୮୨ଟି ୱିକେଟ୍‌ ଅକ୍ତିଆର  କରିଛନ୍ତି । ତାଙ୍କ ବ୍ୟତୀତ ଲକ୍ଷ୍ମୀପତି ବାଲାଜୀ  ମଧ୍ୟ ବୋଲିଂ କୋଚ ଦୌଡରେ ରହିଛନ୍ତି ।  ସେ ଭାରତ ପକ୍ଷରୁ ୮ଟି ଟେଷ୍ଟ ଖେଳି ୨୭ଟି  ୱିକେଟ୍‌ ଓ ୩୦ଟି ଦିନିକିଆରୁ ୩୪ଟି ୱିକେଟ୍‌  ନେଇଛନ୍ତି । ଆଗାମୀ ଶ୍ରୀଲଙ୍କା ଗସ୍ତ ପୂର୍ବରୁ  ସମସ୍ତ ସହକାରୀ କୋଚ୍‌ ନିଯୁକ୍ତ ହେବାର  ସମ୍ଭାବନା ରହିଛି । 

ସୂଚନାଯୋଗ୍ୟ, ଟି-ଟ୍ୱେଣ୍ଟି  ବିଶ୍ୱକପ୍‌ ସହ ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର, ବୋଲିଂ କୋଚ ପାରସ ମାହାମ୍ବ୍ରେ ଓ ଫିଲ୍ଡିଂ କୋଚ  ଟି ଦିଲ୍ଲୀପଙ୍କ କାର‌୍ୟ୍ୟକାଳ ଶେଷ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.