ପ୍ରମୁଖ ଖବର
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଖେଳିବାକୁ ଯାଇଥିଲେ, ନାଳରେ ବୁଡି ଦୁଇ ନାବାଳକ ମୃତ

 ଆଠମଲ୍ଲିକ,୩୦।୧୧  ହଣ୍ଡପା ଥାନା  ଅଧୀନ ବାଲିଆମ୍ବା ଗ୍ରାମ ନାଳ ନିକଟରୁ ଦୁଇ ନାବାଳକ ମୃତ ଶରୀର ଉଦ୍ଧାର କରାଯାଇଛି।  ମୃତକ  ନାବାଳକମାନେ ବାଦଲ ବେହେରା (୯) ଓ  ସୁରେନ୍ଦ୍ର ପ୍ରଧାନ (୯)।

ବାଲିଆମ୍ବା ଗ୍ରାମର କାଳିଆ ବେହେରାଙ୍କ ପୁଅ ବାଦଲ  ଓ ଜୟନ୍ତ ପ୍ରଧାନଙ୍କ ପୁଅ ସୁରେନ୍ଦ୍ର ସୁଲରୁ ଆସିବା ପରେ ଗାଁ ନିକଟ ନାଳକୁ ଖେଳିବାକୁ ଯାଇଥିଲେ।. ରାତିରେ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜିବାକୁ ନାଳ ନିକଟକୁ ଯାଇଥିଲେ। ନାଳରେ ଦୁଇ ନାବାଳକ ମୃତଦେହ ଦେଖିବାକୁ ପାଇଥିଲେ। ପରେ ନାଳରୁ  ବାଦଲ ଓ ସୁରେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରିଥିଲେ।  ଖବର ପାଇ ହଣ୍ଡପା ଥାନା ପୋଲିସ ଘଟଣା ସ୍ଥଳୀରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। 

ଆହୁରି ପଢନ୍ତୁ : ସ୍କୁଟିକୁ ଧକ୍କା ଦେଲା ହାଇଓ୍ବା : ଝିଆରୀ ମୃତ, ଦାଦା ଗୁରୁତର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.