ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଖେଳିବାକୁ ଯାଇଥିଲେ, ନାଳରେ ବୁଡି ଦୁଇ ନାବାଳକ ମୃତ

 ଆଠମଲ୍ଲିକ,୩୦।୧୧  ହଣ୍ଡପା ଥାନା  ଅଧୀନ ବାଲିଆମ୍ବା ଗ୍ରାମ ନାଳ ନିକଟରୁ ଦୁଇ ନାବାଳକ ମୃତ ଶରୀର ଉଦ୍ଧାର କରାଯାଇଛି।  ମୃତକ  ନାବାଳକମାନେ ବାଦଲ ବେହେରା (୯) ଓ  ସୁରେନ୍ଦ୍ର ପ୍ରଧାନ (୯)।

ବାଲିଆମ୍ବା ଗ୍ରାମର କାଳିଆ ବେହେରାଙ୍କ ପୁଅ ବାଦଲ  ଓ ଜୟନ୍ତ ପ୍ରଧାନଙ୍କ ପୁଅ ସୁରେନ୍ଦ୍ର ସୁଲରୁ ଆସିବା ପରେ ଗାଁ ନିକଟ ନାଳକୁ ଖେଳିବାକୁ ଯାଇଥିଲେ।. ରାତିରେ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜିବାକୁ ନାଳ ନିକଟକୁ ଯାଇଥିଲେ। ନାଳରେ ଦୁଇ ନାବାଳକ ମୃତଦେହ ଦେଖିବାକୁ ପାଇଥିଲେ। ପରେ ନାଳରୁ  ବାଦଲ ଓ ସୁରେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରିଥିଲେ।  ଖବର ପାଇ ହଣ୍ଡପା ଥାନା ପୋଲିସ ଘଟଣା ସ୍ଥଳୀରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। 

ଆହୁରି ପଢନ୍ତୁ : ସ୍କୁଟିକୁ ଧକ୍କା ଦେଲା ହାଇଓ୍ବା : ଝିଆରୀ ମୃତ, ଦାଦା ଗୁରୁତର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.