ପ୍ରମୁଖ ଖବର
  • ଦୁବାଇରେ ବର୍ଷାର ପ୍ରକୋପ, ଚାରିଆଡେ ଖାଲି ପାଣି ପାଣି, ଓମାନରେ ଚାଲିଗଲା ୧୮ ଜୀବନ
  • ||
  • ଭୁବନେଶ୍ଵର : ଅସହ୍ୟ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜ୍ୟ, ୪ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୧୮ ଓ ୧୯ରେ ୪୫ ଡିଗ୍ରୀ ଛୁଇଁବ
  • ||
  • ଭୁବନେଶ୍ଵର : ଆଜି ପବିତ୍ର ରାମନବମୀ, ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ରାମନବମୀ, ଆସିବେ ୨୫ ଲକ୍ଷ ଶ୍ରଦ୍ଧାଳୁ
  • ||

କୂଅରୁ ୨ ଶିଶୁ ମୃତଦେହ ଉଦ୍ଧାର

ଅନୁଗୁଳ,୧୭।୧ ଅନୁଗୋଳ ବସଲା ମୁଣ୍ଡାଢ଼ିପ ସାହିରେ ଅଘଟଣ। ଘର ପଛ ପାଖ କୂଅରୁ ୨ ଯାଆଁଳା ଶିଶୁର ମୃତଦେହ ଉଦ୍ଧାର। ମୃତକ ଦୁଇ ଜଣ ମଧ୍ୟରେ ଜଣେ ପୁଅ ଏବଂ ଝିଅ ଅଛନ୍ତି। ସୁନୀଲ ପ୍ରଧାନ ଙ୍କ ପୁଅ ଏବଂ ଝିଅ ବୋଲି ଜଣା ପଡ଼ିଛି। ପୁଅର ନାଁ ସାଇ ଆଉ ଝିଅର ନାମ ଶ୍ରଦ୍ଧା । ସେମାନଙ୍କ ବୟସ ୩ ମାସ ୫ ଦିନ ହେବ ବୋଲି ଜଣା ପଡ଼ିଛି। ସୁନୀଲ ପ୍ରଧାନଙ୍କ ଘର ପଛ କୂଅରୁ ୨ ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନୁଗୋଳ ମେଡ଼ିକାଲ କୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। 

ଆହୁରି ପଢନ୍ତୁ : ହୃଦୟବିଦାରକ ଘଟଣା : ପୁଅର ଆତ୍ମହତ୍ୟା ପରେ ମାଆର ହୃଦଘାତରେ ମୃତ୍ୟୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.