ବନ୍ତଳା, ୦୫/୦୯ : ବିଦ୍ୟୁତ୍ ଆଘାତରେ ୨ ହାତୀ ମୃତ। ସାତକୋଶିଆ ବନଖଣ୍ଡ ଅଧିନ ପମ୍ପାସର ରେଞ୍ଜ ତରଭା ଜଙ୍ଗଲରେ ଦୁଇଟି ହାତୀଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ସକାଳେ ବନ ବିଭାଗର କର୍ମଚାରୀ ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଦୁଇଟି ହାତୀଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ଖବର ପାଇ ସାତକୋଶିଆ ବନଖଣ୍ଡ ଅଧିକାରୀ ଡ଼ା ସରୋଜ ପଣ୍ଡା, ପମ୍ପାସର ରେଞ୍ଜ ଅଧିକାରୀ ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

ରେଡ଼କ୍ରସ୍ ପକ୍ଷରୁ ପ୍ରଶିକ୍ଷଣ ଶିବିର, ସାମିଲ ହୋଇଥିଲ...