କରଞ୍ଜିଆ.୯।୯ ଯଶୀପୁର - ରରୁଆଁ ରୋଡ ଇଟିଘର ଠାରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଜଣେ ମୃତକ ଯଶୀପୁର ଥାନା ନଅଣା ଗାଆଁର ବୋଲି ଜଣାପଡ଼ିଥିବା ବେଳେ ଆଉ ଜଣଙ୍କ ପରିଚୟ ଜଣାପଡି ନାହିଁ। ଘଟଣା ସ୍ଥଳରେ ଯଶୀପୁର ପୋଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
ଆହୁରି ପଢନ୍ତୁ : ବାଇକରେ ଆସୁଥିବା ବେଳେ ଯୁବକଙ୍କୁ ହତ୍ଯା, ନଦୀକୁ ଫିଙ୍ଗି ଦେଲେ ମୃତଦେହ