ନୀଳଗିରି,୩/୬: ବାଲେଶ୍ଵର ଜିଲ୍ଲା ନୀଳଗିରି ଅବକାରୀ ବିଭାଗର ଓଆଇସି ଙ୍କ ନେତୃତ୍ବରେ ଏକ ଟିମ ଚଢ଼ାଉ କରି ୫୧ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଛୋଟକାନପୁର ଅଞ୍ଚଳର ସନ୍ତୋଷ କୁମାର ଜେନା। ତାଙ୍କୁ କୋର୍ଟଚାଲାଣ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ୫ଲକ୍ଷ ଟଙ୍କାର ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।
![Arvind Kejriwal](https://odia.prameya.com/prameya/document/compress/2/comp_2_153_1721980126281.webp)
ଜେଲ୍ରେ ବିଗୁଡ଼ୁଛି ଅରବିନ୍ଦ କେଜ୍ରିଓ୍ବାଲଙ୍କ ସ୍ବାସ...