ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଘଟଣା, ୫ କଂଗ୍ରେସ କର୍ମୀ ବହିଷ୍କୃତ

ଭୁବନେଶ୍ୱର, ୨୩।୬: ୫ କଂଗ୍ରେସ କର୍ମୀ ଦଳରୁ ବହିଷ୍କୃତ । ରାଜ୍ୟ କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଘଟଣାରେ ୫ କଂଗ୍ରେସ କର୍ମୀଙ୍କୁ ବହିଷ୍କୃତ କରାଯାଇଛି । ପ୍ରକାଶ ମିଶ୍ର, ସନ୍ଦୀପ ରାଉତରାୟ, ଶ୍ରୀୟସ୍ମିତା ପଣ୍ଡା, ଅମରେଶ ପରିଡ଼ା, ଆର୍ଯ୍ୟନ୍ ସାସମଲ ବହିଷ୍କୃତ ହୋଇଥିବା ସୂଚନା । ଦଳର ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ ୫ ଜଣ କର୍ମକର୍ତ୍ତାମାନଙ୍କୁ ୬ ବର୍ଷ ଲାଗି ଦଳରୁ ବହିଷ୍କୃତ କରାଯାଇଛି । 

ସୂଚନାନୁସାରେ, ଶୁକ୍ରବାର ପିସିସି ପଟ୍ଟନାୟକଙ୍କ ଚାମ୍ୱରରେ ହଠାତ୍ ୫ ଜଣ କଂଗ୍ରେସ କର୍ମୀ ପଶିଯାଇ କାଳିମାଡ଼ କରିଥିଲେ । ଏହି ଘଟଣାଟି ସମସ୍ତ କଂଗ୍ରେସ କର୍ମୀମାନଙ୍କୁ କୁଠାରଘାତ କରିଥିଲା । ସେଥିଲାଗି ଶୃଙ୍ଖଳା ଭଙ୍ଗ କରିବାରୁ ୫ ଜଣ କଂଗ୍ରେସ କର୍ମକର୍ତ୍ତାମାନଙ୍କୁ ୬ ବର୍ଷ ପାଇଁ ପିସିସି ସଭାପତି ଦଳରୁ ବହିଷ୍କାର କରିଛି । 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.