ପ୍ରମୁଖ ଖବର
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଚେକବାଉନ୍ସ ମାମଲାରେ ଅଭିଯୁକ୍ତକୁ ବର୍ଷେ ଜେଲ, ୨ ଲକ୍ଷ ଟଙ୍କା ଜରିମାନା

ନୀଳଗିରି,୬/୨ :  ଚେକବାଉନ୍ସ ମାମଲାରେ ଅଭିଯୁକ୍ତଙ୍କୁ ବର୍ଷେ ଜେଲଦଣ୍ଡ ସହ ଦୁଇ ଲକ୍ଷଟଙ୍କା ଜରିମାନା ଶୁଣାଇଲେ ନୀଳଗିରି ଏସଡିଜେଏମ ଇପ୍ସି ମହାନ୍ତି। ଜରିମାନା ଅନାଦେୟ ଅଧିକ ତିନିମାସ ଜେଲଦଣ୍ଡ ନିର୍ଦେଶ ରହିଛି।ଅଭିଯୁକ୍ତ ଜଣକ ହେଲେ ବାଲେଶ୍ଵର ଟାଉନ ଥାନା ଅଧିନ ନୂଆପୁର ଗ୍ରାମର ସୁବ୍ରତ କୁମାର ମହାନ୍ତି।

ସୂଚନାଯୋଗ୍ୟ ସୁବ୍ରତ ବେଗୁନିଆ ଗାଁର ଗୋବିନ୍ଦ ଚନ୍ଦ୍ର କରଣଙ୍କ ପୁଅ ଭାସ୍କରଚନ୍ଦ୍ର କରଣଙ୍କ ଠାରୁ ୧.୬୦ ଲକ୍ଷ ଟଙ୍କା ଉଧାର ନେଇଥିଲେ।ପରେ ଆଉ ଉଧାର ଟଙ୍କା ଫେରାଇ ନ ଥିଲେ।  ଭାସ୍କର ନିଧିପଣ୍ଡା ବ୍ରାଞ୍ଚରେ ଥିବା ଫେଡ୍ରାଲ ବ୍ୟାଙ୍କରେ ଚେକ ଲଗାଇବାରୁ ଏହା ବାଉନ୍ସ ହୋଇଥିଲା।ଏନେଇ ଭାସ୍କର ନୀଳଗିରି ଏସଡିଜେଏମ କୋର୍ଟରେ ମାମଲା ରୁଜୁ କରିଥିଲେ।ଆଜି ସମସ୍ତ ସାକ୍ଷୀ ଆଧାରରେ ଏସଡିଜେଏମ ଇପ୍ସି ମହାନ୍ତି ସୁବ୍ରତକୁ ବର୍ଷେ ଜେଲ ଓ ଦୁଇ ଲକ୍ଷଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୩ମାସ  ଜେଲଦଣ୍ଡ ନିର୍ଦେଶ ରହିଛି। ଅଭିଯୋଗକାରୀଙ୍କ ତରଫରୁ ଆଇନଜୀବୀ ଦିଗମ୍ବର ସ ମକଦ୍ଦମା ପରିଚାଳନା କରୁଥିଲେ।

ଆହୁରି ପଢନ୍ତୁ : ହାତୀଦାନ୍ତ ମୁଲଚାଲ ବେଳେ ମାଡିବସିଲା ବନ ବିଭାଗ : ୩୦କିଗ୍ରାର ଦୁଇଟି ଦାନ୍ତ ଜବତ, ୧୦ ଗିରଫ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.