ଭୁବନେଶ୍ଵର, ୦୭/୦୯ : ଭୁବନେଶ୍ବର ଏୟାରପୋର୍ଟରୁ ୨ କେଜି ୪୬୫ ଗ୍ରାମର ସୁନା ବିସ୍କୁଟ ଜବତ। ଏହି ସୁନା ବିସ୍କୁଟ ଗୁ଼ଡିକ ବିଦେଶରୁ ଭୁବନେଶ୍ବର ଆସୁଥିଲା। ଚୋରା ସୁନା ବିସ୍କୁଟ ଚାଲାଣ ଅଭିଯୋଗରେ ଜଣକୁ ଗିରଫ କରାଯାଇଛି। କଷ୍ଟମ୍ ବିଭାଗ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।
ପଶ୍ଚିମବଙ୍ଗକୁ ଗୋ-ଚାଲାଣ ବେଳେ ଅଟକାଇଲେ ସ୍ଥାନୀୟ ଲୋକେ, ୧୦୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର