ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ପାଖରେ ବନ୍ଧୁକ ରଖି ଶୋଇପଡ଼ିଥିଲେ କେୟାର ଟେକର, ଭୁଲରେ ନିଜକୁ ଗୁଳି କରିଦେଲା ୫ ବର୍ଷର ପୁଅ

Image Courtesy: allthatsinteresting

ନୂଆଦିଲ୍ଲୀ, ୦୨/୦୯: ୫ ବର୍ଷର ଏକ ଛୋଟ ପିଲା ନିଜକୁ ନିଜେ ଗୁଳି କରିଦେଇଛି । କେୟାର ଟେକର ବନ୍ଧୁକରୁ ନିଜ ମୁଣ୍ଡକୁ ଭୁଲ ବଶତଃ ଗୁଳି କରିଦେଇଛି କୁନି ପୁଅ । ମିଳିଥିବା ସୂଚନା ଅନୁସାରେ, କେୟାର ଟେକରଜଣଙ୍କ ବନ୍ଧୁକଟିକୁ ପାଖରେ ରଖି ଶୋଇପଡ଼ିଥିଲେ । ଏହି ସମୟରେ ଛୋଟ ପିଲାଟି ବନ୍ଧୁକଟିକୁ ପାଇ ନିଜକୁ ନିଜେ ଗୁଳି କରିଦେଇଥିଲା । 

ପଢ଼ନ୍ତୁ:  ମଣିଷ ନା ରାକ୍ଷସ ? ୮୫ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ଓଠକୁ ବ୍ଲେଡ୍‌ରେ କାଟିଲା ଯୁବକ

ଗୁଳି ଫୁଟିବାର ଶବ୍ଦ ଶୁଣି ଉଠିପଡ଼ିଥିଲେ କେୟାର ଟେକରଜଣଙ୍କ  । ହେଲେ ସେତେବେଳକୁ ସବୁକିଛି ଓଲଟପାଲଟ ହୋଇସାରିଥିଲା । ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଶିଶୁଟିକୁ ହସ୍ପିଟାଲକୁ ନେଇଥିଲେ କେୟାର ଟେକର । ହେଲେ ସେଠାରେ ପିଲାଟିକୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ପୋଲିସକୁ କେୟାର ଟେକର ଦେଇଥିବା ବୟାନ ଅନୁସାରେ, ୩୨ ବର୍ଷୀୟ କେୟାର ଟେକରକୁ ଘର ମାଲିକ ନିଜ ୫ ବର୍ଷର ପୁଅ ଏବଂ ଜଣେ ୧୭ ବର୍ଷର ଝିଅର ଦାୟିତ୍ବ ଦେଇଥିଲେ । ଘରେ ବୟସ୍କ ଲୋକେ ନଥିଲେ ଏହି ଦୁଇ ପିଲାଙ୍କ କଥା ବୁଝୁଥିଲେ କେୟାର ଟେକର । ତେବେ ଛୋଟ ପିଲାଟି ଭୁଲ ବଶତଃ ବନ୍ଧୁକର ଫାୟାର ଆର୍ମ ଖୋଲିଦେଇଥିବା ନେଇ କେୟାର ଟେକର କହିଛି । 

ଆମେରିକାର ଗ୍ୟାରି ପୋଲିସ ବିଭାଗର କମାଣ୍ଡର ସାମୁଏଲ ରୋବର୍ଟସ କହିଛନ୍ତି ଯେ, କେୟାର ଟେକରଙ୍କୁ ଅଟକ ରଖାଯାଇଛି । ହେଲେ ଏଯାଏଁ କୌଣସି ଦଫା ତାଙ୍କ ବିରୁଦ୍ଧରେ ଲାଗିନାହିଁ । ମସସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ଘଟଣାର ତଦନ୍ତ ଜାରି ରହିଛି । ସେପଟେ ପୋଲିସ ସ୍ଥାନୀୟ ଲୋକଙ୍କୁ ସୂଚନା ଦେବାକୁ ଅନୁରୋଧ କରିଛି । ଫଳରେ ଏହି ଘଟଣା ଭୁଲ ବଶତଃ ହୋଇଛି ନା ଏହା ପଛରେ ଅନ୍ୟ କାରଣ ରହିଛି ସେନେଇ ପୋଲିସକୁ କିଛି ସୁରାକ୍‌ ମିଳିପାରିବ । 

You can also read: ‘ଲାଇବ୍ରେରୀ ୱାଲି ବସ୍’; ହଜାରେ ପୁସ୍ତକକୁ ନେଇ ପଚିଚାଳିତ, ଦୈନିକ ଆସନ୍ତି ୨୦ରୁ ୩୦ ପିଲା

care taker
Gary Police

Copyright © 2022 - Summa Real Media Private Limited. All Rights Reserved.