ପ୍ରମୁଖ ଖବର
  • ଚଣ୍ଡିଗଡ଼ ମେୟର ନିର୍ବାଚନ: ଆପ୍‌ ପ୍ରାର୍ଥୀ ବିଜୟୀ , ଫଳାଫଳ ଘୋଷଣା କଲେ ସୁପ୍ରିମକୋର୍ଟ
  • ||
  • ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଇଣ୍ଡିଆନ୍ ସ୍କ୍ବାର୍ଡକୁ ଫେରିବେ କେ.ଏଲ୍‌ ରାହୁଲ
  • ||
  • କଣ୍ଟାବାଞ୍ଜି ବିଧାୟକଙ୍କୁ ହତ୍ୟା ଧମକ ଘଟଣା, ନଗର କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ମଙ୍ଗଳବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକାର୍ପଣ ହେବ ସ୍କିଲ୍‌ ଇଣ୍ଡିଆ ସେଣ୍ଟର
  • ||
  • ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଝୁଲିପଡିଲେ ଛାତ୍ର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୪-୨୫ ପର୍ବପର୍ବାଣୀ ତାଲିକା ପ୍ରକାଶ: ଜୁନ୍‌ ୨୨ରେ ସ୍ନାନ ଯାତ୍ରା, ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା
  • ||
  • ରାଜ୍ୟର ୯୬ ଲକ୍ଷ ପରିବାରକୁ ମିଳିବ ହଜାରେ ଲେଖାଏଁ, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ବୁର୍ଜା ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇ ଜୀବନ, ୨ ଆହତ
  • ||
  • ମଙ୍ଗଳବାର ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଗଙ୍ଗାଧର ସେଚ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ମାଘରେ ବଢ଼ୁଛି ତାତି: ଟିଟଲାଗଡ଼ ପାଲଟିଲାଣି ତତଲା ସହର, ୩୬ ଡିଗ୍ରୀ ପାର୍ ତାପମାତ୍ରା, ୨୪ରୁ ଘଡଘଡି ସହ ବର୍ଷା ସମ୍ଭାବନା
  • ||
  • ମଙ୍ଗଳବାରଠୁ ମାଟ୍ରିକ ପରୀକ୍ଷା: ୫ଲକ୍ଷ ୫୧ ହଜାର ୬୨୧ଛାତ୍ରଛାତ୍ରୀ ଦେବେ ପରୀକ୍ଷା, କପି ଜଗିବ AI କ୍ୟାମେରା
  • ||

ଦିଲ୍ଲୀରୁ ହଲ୍‌ଦ୍ୱାନି ହିଂସା ମାଷ୍ଟରମାଇଣ୍ଡ ଅବ୍‌ଦୁଲ ମଲିକ ଗିରଫ

ହଲ୍‌ଦ୍ୱାନି(ଉତ୍ତରାଖଣ୍ଡ) ୧୨/୦୨: ହଲ୍‌ଦ୍ୱାନି  ହିଂସାର ମାଷ୍ଟରମାଇଣ୍ଡ ଅବ୍‌ଦୁଲ ମଲିକକୁ ଦିଲ୍ଲୀରୁ ଗିରଫ କରାଯାଇଛି । ଦିଲ୍ଲୀ ପୁଲିସ ସୂତ୍ରରୁ ଏହା  ଜଣାପଡ଼ିଛି । ଏହା ପୂର୍ବରୁ ହିଂସାକାଣ୍ଡ ସହ  ଜଡ଼ିତ ୫ ଜଣଙ୍କୁ ଗିରଫ କରାଯାଇଥିଲା । ଏମାନଙ୍କ ମଧ୍ୟରେ ଦୁଇଜଣ ପୂର୍ବ ପାର୍ଷଦ ଏବଂ ସପା ନେତା ସାମିଲ । 

ରବିବାର ଚତୁର୍ଥ ଦିନରେ  ହିଂସା ପ୍ରଭାବିତ ଅଞ୍ଚଳକୁ ଛାଡ଼ି ବାକି ସହରରେ  ଇଣ୍ଟରନେଟ୍‌ ସେବା ସ୍ୱାଭାବିକ ହୋଇଛି । ତେବେ ବନଭୂଲପୁରା ଅଞ୍ଚଳକୁ ଏବେ ବି ସିଲ୍‌ କରି  ରଖାଯାଇଛି । କର୍ଫ୍ୟୁ ଲାଗିଥିବା ଅଞ୍ଚଳରେ କ୍ଷୀର,  ପରିବା ଏବଂ ଔଷଧ ଯୋଗାଣ ଆରମ୍ଭ ହୋଇଛି ।  ପୁଲିସ ଉପଦ୍ରବକାରୀଙ୍କ ଗିରଫଦାରି ପାଇଁ ଘରକୁ ଘର ବୁଲି ସର୍ଚ୍ଚ ଅପରେସନ ଚଳାଇଛି । ସ୍ଥାନୀୟ  ପ୍ରଶାସନ ଏହି ଅପରେସନ ଲାଗି ଅର୍ଦ୍ଧସାମରିକ  ବାହିନୀର ୪ ଅତିରିକ୍ତ କମ୍ପାନି ମାଗିଛି । ପ୍ରଶାସନ  ପର୍ଯ୍ୟାୟକ୍ରମେ ଏହି ଅଞ୍ଚଳରେ କର୍ଫ୍ୟୁକୁ କୋହଳ  କରିବା ଲାଗି ଯୋଜନା ବନାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.