ଭୁବନେଶ୍ୱର,୧୮/୧୧: ଆସନ୍ତା ୩୦ରୁ ପୁରୀରେ ଇଣ୍ଟରନ୍ୟାସନାଲ୍ ଟୁରିଜିମ୍ କନ୍କ୍ଲେଭ ଅନୁଷ୍ଠିତ ହେବ । ଏହା ଦୁଇଦିନ ଧରି ଚାଲିବ । ସାରା ଦେଶରୁ ୧୦୦ ଜଣ ସଦସ୍ୟ ଯୋଗଦେବେ । ଫେୟାରଭିୟୁ ମିଡିଆ ଟୁରିଜିମ୍ କନ୍କ୍ଲେଭ ଏବଂ ଇଣ୍ଡିଆ ଟ୍ରାଭେଲ ଆଣ୍ଡ୍ ଟୁରିଜିମ୍ ଏକ୍ଜିବିସନ୍ ଦ୍ୱାରା ପୁରୀର ରିସର୍ଟ ଜିନିଅସ ହରମିଟେଜ୍ କୋଶଳ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିରେ ଇକୋ ଏବଂ ଗ୍ରୀନ୍ ସଷ୍ଟେନବଲ୍ ଟୁରିଜିମ୍ ଉପରେ ବିଶେଷ ଆଲୋଚନା ହେବ ବୋଲି ଶୁକ୍ରବାର ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କନ୍କ୍ଲେଭର ଅଧ୍ୟକ୍ଷ ଓ ସିଇଓ ପି. କେ. କରର ସୂଚନା ଦେଇଛନ୍ତି । ଏହି କନ୍କ୍ଲେଭରେ ପର୍ଯ୍ୟଟନ ସହ ଜଡ଼ିତ ବିଭିନ୍ନ ସଙ୍ଗଠନ ସାମିଲ ହେବେ ।

ସତ ହୋଇଗଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ସେହି ଭବିଷ୍ୟବାଣ...