ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାମ୍ବାଦିକା ସୌମ୍ୟା ବିଶ୍ୱନାଥନଙ୍କ ବାପାଙ୍କ ପରଲୋକ, ଦୁଇ ସପ୍ତାହ ତଳେ ମୃତ ଝିଅକୁ ଦେଇଥିଲେ ନ୍ୟାୟ

ନୂଆଦିଲ୍ଲୀ,୧୦।୧୨: ଟିଭି ସାମ୍ବାଦିକା ସୌମ୍ୟା ବିଶ୍ୱନାଥନଙ୍କ ବାପା ଏମ.କେ ବିଶ୍ୱନାଥନଙ୍କ ଶନିବାର ହୋଇଛି ଦେହାନ୍ତ । ସେପ୍ଟେମ୍ବର ୨୦୦୮ ରେ ରାତିରେ କାମରୁ ଘରକୁ ଫେରୁଥିବାବେଳେ ସୌମ୍ୟାଙ୍କୁ  ଜାତୀୟ ରାଜଧାନୀ ଦିଲ୍ଲୀରେ ହତ୍ୟା କରାଯାଇଥିଲା। ଝିଅର ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବାର ଦୁଇ ସପ୍ତାହ ପରେ ଏବେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ଝିଅର ତମ ଜନ୍ମଦିନର ଗୋଟିଏ ଦିନ ପରେ ୮୨ ବର୍ଷୀୟ ଏମ.କେ ବିଶ୍ୱନାଥନଙ୍କର ମୃତ୍ୟୁ ହୋଇଛି।

ଅକ୍ଟୋବର ୨୫ ରେ ସୌମ୍ୟାଙ୍କ ହତ୍ୟାକାରୀମାନେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ସେମାନଙ୍କୁ ସାହାଯ୍ୟ କରି ପଞ୍ଚମ ଦୋଷୀ ଅଜୟ ସେଠୀଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ଅକ୍ଟୋବର ୧୮ରେ, ରବି କପୁର, ଅମିତ ଶୁକ୍ଲା, ବାଲଜିତ ମଲିକ ଏବଂ ଅଜୟ କୁମାରଙ୍କୁ ଧାରା ୩୦୨, ମହାରାଷ୍ଟ୍ର ସଂଗଠିତ ଅପରାଧ ଏବଂ ନିୟନ୍ତ୍ରଣ  ଆଇନ (MCOCA) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥି ସହିତ, ଏହି ମାମଲାର ପଞ୍ଚମ ଅଭିଯୁକ୍ତ ଅଜୟ ସେଠୀଙ୍କୁ ଧାରା ୪୧୧ ଏବଂ MCOCA ନିୟମ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.