ପ୍ରମୂଖ ଖବର

ଆଇପିଏଲ୍‌ ବି ଖେଳି ନପାରନ୍ତି କୋହଲି: ଗାଭାସ୍କର

ନୂଆଦିଲ୍ଲୀ,୨୭/୦୨: ବିରାଟ କୋହଲି ଦ୍ୱିତୀୟ ସନ୍ତାନର ବାପା  ହୋଇଛନ୍ତି । ତେଣୁ ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ଓହରି ଯାଇଛନ୍ତି । ଲାଗୁଛି  ସେ ଆଗାମୀ ଆଇପିଏଲ୍‌ରୁ ମଧ୍ୟ ଦୂରେଇ ରହି ପାରନ୍ତି । ଏ କଥା କହିଛନ୍ତି  କିମ୍ବଦନ୍ତୀ ସୁନୀଲ ଗାଭାସ୍କର । 

ସେ କହିଛନ୍ତି, ‘ସେ କ’ଣ ଖେଳିବେ । କିଛି  କାରଣ ଯୋଗୁ ସେ ଖେଳୁ ନାହାନ୍ତି । ହେଇପାରେ ଆଇପିଏଲରେ ବି ସେ ଖେଳି  ନପାରନ୍ତି ।’ ପୁଣି ଗାଭାସ୍କର ପରେ କହିଥିଲେ, ‘ଯଦି କୋହଲି ଆଇପିଏଲରେ ରନ  ପାଇଁ ଭୋକିଲା ହେବେ, ତ ସେ ପୁଣି ଫେରିପାରନ୍ତି ।’ ଧ୍ରୁବ ଜୁରେଲଙ୍କ ଭୂୟସୀ ପ୍ରଶଂସା କରିଛନ୍ତି ଗାଭାସ୍କର । ସେ କହିଛନ୍ତି, ‘ଜୁରେଲ ସୁପରଷ୍ଟାର ହୋଇପାରନ୍ତି ।

  • prameyanews
  • PrameyaOdia
  • prameya
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.