ପ୍ରମୁଖ ଖବର
  • ଇଓଡବ୍ଲ୍ୟୁ ପଞ୍ଝାରେ ୨ କୁଖ୍ୟାତ କ୍ରିପ୍ଟୋ ଠକ, ୧୫ କୋଟି ଟଙ୍କାର ଠକେଇ ଅଭିଯୋଗ
  • ||
  • ସ୍ଵାମୀ ସରୋଜଙ୍କ ସହ ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ, ବିଜେଡିରୁ ଦେଇଥିଲେ ଇସ୍ତଫା
  • ||
  • ମେ ୩୧ରେ ଆସିବ ‘ମିଷ୍ଟର ଆଣ୍ଡ ମିସେସ୍‌ ମାହି’, ଦେଖିବାକୁ ମିଳିବ ରାଜକୁମାର-ଜାହ୍ନବୀଙ୍କ ଜବରଦସ୍ତ କେମେଷ୍ଟ୍ରି
  • ||
  • ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ଼: ଟ୍ୱିନ୍‌ ସିଟିରେ ଆଳୁ କିଲୋ ୩୦ ଟଙ୍କା, ସପ୍ତାହକରେ ୮ ଟଙ୍କା ବଢ଼ିଲାଣି
  • ||
  • ପ୍ଲାଷ୍ଟିକ ବଜାରକୁ ନେଇ ବିବାଦ: ଆଜି ୧୨ ସଂଘ-ବିଏମ୍‌ସି ବୈଠକ
  • ||
  • ସୋମବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ଉତ୍ସବ, ମଙ୍ଗଳବାର ଶ୍ରୀଜିଉଙ୍କ ରଥଯାତ୍ରା
  • ||
  • ପାରାଦୀପରେ ୬୧ ଦିନ ଯାଏଁ ମାଛଧରା ବନ୍ଦ, ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ
  • ||
  • ଓଡ଼ିଶାରେ ମୋଦି ନୁହେଁ, ‘ନବୀନ ଗ୍ୟାରେଣ୍ଟି’: ଚାଲିଛି ମତାମତ ସଂଗ୍ରହ, ଖୁବ୍‌ଶୀଘ୍ର ବିଜେଡିର ଇସ୍ତାହାର
  • ||
  • IPL 2024: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ଟକ୍କର, ରୟାଲର କ୍ଲାସେନ ଭୟ
  • ||
  • ରାଜ୍ୟରେ ପୁଣି ପ୍ରଚଣ୍ଡ ତାତି, ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ପାରଦ: ୧୮ ଯାଏ ଭୀଷଣ ଗ୍ରୀଷ୍ମପ୍ରବାହ
  • ||

ଆଇପିଏଲ୍‌ ବି ଖେଳି ନପାରନ୍ତି କୋହଲି: ଗାଭାସ୍କର

ନୂଆଦିଲ୍ଲୀ,୨୭/୦୨: ବିରାଟ କୋହଲି ଦ୍ୱିତୀୟ ସନ୍ତାନର ବାପା  ହୋଇଛନ୍ତି । ତେଣୁ ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ଓହରି ଯାଇଛନ୍ତି । ଲାଗୁଛି  ସେ ଆଗାମୀ ଆଇପିଏଲ୍‌ରୁ ମଧ୍ୟ ଦୂରେଇ ରହି ପାରନ୍ତି । ଏ କଥା କହିଛନ୍ତି  କିମ୍ବଦନ୍ତୀ ସୁନୀଲ ଗାଭାସ୍କର । 

ସେ କହିଛନ୍ତି, ‘ସେ କ’ଣ ଖେଳିବେ । କିଛି  କାରଣ ଯୋଗୁ ସେ ଖେଳୁ ନାହାନ୍ତି । ହେଇପାରେ ଆଇପିଏଲରେ ବି ସେ ଖେଳି  ନପାରନ୍ତି ।’ ପୁଣି ଗାଭାସ୍କର ପରେ କହିଥିଲେ, ‘ଯଦି କୋହଲି ଆଇପିଏଲରେ ରନ  ପାଇଁ ଭୋକିଲା ହେବେ, ତ ସେ ପୁଣି ଫେରିପାରନ୍ତି ।’ ଧ୍ରୁବ ଜୁରେଲଙ୍କ ଭୂୟସୀ ପ୍ରଶଂସା କରିଛନ୍ତି ଗାଭାସ୍କର । ସେ କହିଛନ୍ତି, ‘ଜୁରେଲ ସୁପରଷ୍ଟାର ହୋଇପାରନ୍ତି ।

  • prameyanews
  • PrameyaOdia
  • prameya
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.