ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ସୁସ୍ମିତାଙ୍କ ପରେ ଏବେ ଏହି ମଡେଲଙ୍କୁ ଡେଟ୍‌ କରୁଛନ୍ତି ଲଳିତ ମୋଦୀ, ଭାଇରାଲ୍ ହେଉଛି ଫଟୋ

ନୂଆଦିଲ୍ଲୀ ୦୫/୦୯: ଆଇପିଏଲ ପ୍ରତିଷ୍ଠାତା ତଥା ଦିଗଜ ବ୍ୟବସାୟୀ ଲଳିତ ମୋଦୀ ନିକଟରେ ସୁସ୍ମିତା ସେନ୍‌ଙ୍କ ସହ ଫଟୋ ଭାଇରାଲ ହେବା କାରଣରୁ ଚର୍ଚ୍ଚାରେ ରହିଥିଲେ। ଳିତ -ସୁସ୍ମିତାଙ୍କ ସମ୍ପର୍କକୁ ନେଇ ଖୁବ୍‌ ଆଲୋଚନା ହୋଇଥିଲା । ଏହା ଉପରେ ଅଭିନେତ୍ରୀ ନୀରବ ରହିଥିଲେ। ବର୍ତ୍ତମାନ ଲଳିତ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର କିନ୍ତୁ ସୁସ୍ମିତାଙ୍କ ପାଇଁ ନୁହେଁବରଂ ସୁପରମଡେଲ ଉଜ୍ୱଳା ରାଉତଙ୍କ ସହ ଭାଇରାଲ୍‌ ହୋଇଥିବା ଫଟୋ ଯୋଗୁଁ


ପ୍ରଖ୍ୟାତ ଓକିଲ ତଥା ସଲିସିଟର ଜେନେରାଲ୍ ଅଫ୍ ଇଣ୍ଡିଆ ହରିଶ ସାଲଭେ ଲଣ୍ଡନରେ ତୃତୀୟ ଥର ପାଇଁ ବିବାହ କରିଛନ୍ତି। ସାଲଭେ ଏବଂ ତାଙ୍କ ପତ୍ନୀ ବ୍ରିଟିଶ କ୍ୟାପିଟାଲରେ ଏକ ରିସେପ୍ସନ୍ ପାର୍ଟି ଆୟୋଜନ କରିଥିଲେ । ଯେଉଁଥିରେ ବହୁ ଅଗ୍ରଣୀ ଭାରତୀୟ ବ୍ୟବସାୟୀ ମଧ୍ୟ ଉପସ୍ଥିତ ଥିଲେ ଏହି ଅତିଥିମାନଙ୍କ ମଧ୍ୟରେ ଲଳିତ ମୋଦୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ଭାଇରାଲ୍‌ ହୋଇଥିବା ଫଟୋରେ ଳିତଙ୍କୁ ୯୦ ଦଶକର ସୁପରମଡେଲ ଉଜ୍ୱଳା ରାଉତଙ୍କ ସହ ଦେଖିବାକୁ ମିଳିଛି। ଯାହାପରେ ଳିତ ଉଜ୍ୱଳାଙ୍କୁ ଡେଟ୍‌ କରୁଥିବା ଆଲୋଚନା ହେଉଛି। 



ଅନେକ ଗଣମାଧ୍ୟମ ରିପୋର୍ଟରେ ଉଜ୍ୱଳାଙ୍କୁ ଲଳିତ ମୋଦୀଙ୍କ ଗର୍ଲଫ୍ରେଣ୍ଡ ଭାବେ ଉଲ୍ଲେଖ କରାଯାଇଛି ଗୋଟିଏ ଫଟୋରେ ଲଳିତ କଳା ସୁଟ ପିନ୍ଧି ଉଜୱାଳାଙ୍କ ସହ ସିଡ଼ିରେ ପୋଜ୍ ଦେଉଥିବା ନଜର ଆସିଛନ୍ତି। ରିସେପ୍ସନର ଏହି ଫଟୋଗୁଡ଼ିକରେଜ୍ୱଳା ଲାଭେଣ୍ଡର ରଙ୍ଗର ଗାଉନ୍ ପିନ୍ଧିଥିବାର ଏବଂ ଉଭୟ ହସୁଥିବାର ନଜର ଆସିଛନ୍ତି । ତେବେ ଏପର୍ଯ୍ୟନ୍ତ ଉଜ୍ୱଳା କିମ୍ବା ଳିତଙ୍କ ଠାରୁ କୌଣସି ନିଶ୍ଚିତକରଣ ଆସିନାହିଁ।  

lalitmodi
sushmitasen
dating
entertainment

Copyright © 2022 - Summa Real Media Private Limited. All Rights Reserved.