ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ଗୋଟିଏ ଦିନରେ ୭ ଯୁବତୀଙ୍କୁ ବିବାହ କଲେ ବ୍ୟକ୍ତି , ଏଥିରେ ଦୁଇ ଭଉଣୀ ରଖିଛନ୍ତି ଅଜବ ଲକ୍ଷ୍ୟ

କମ୍ପାଲା – ୟୁଗାଣ୍ଡାରେ ରହୁଥିବା ଜଣେ ବ୍ୟକ୍ତି ଗୋଟିଏ ଦିନରେ ୭ ଅଲଗା ଅଲଗା ଯୁବତୀଙ୍କୁ ବିବାହ କରିଛନ୍ତି। ଏଥିରେ ଦୁଇଜଣ ଭଉଣୀ ମଧ୍ୟ ଅଛନ୍ତି। ୟୁଗାଣ୍ଡାର ପ୍ରସିଦ୍ଧ ପାରମ୍ପରିକ ଚିକିତ୍ସକ ହବିବ ଏନସିକୋନ ଗତ ଦିନରେ ଏହି ବିବାହ କରିଛନ୍ତି , ଯାହାର ଚାରିଆଡ଼େ ଚର୍ଚ୍ଚା ହେଉଛି। ୪୩ ବର୍ଷିୟ ହବିବଙ୍କର କହିବା ହେଲା କି ସେ ଆହୁରି ପତ୍ନୀ ରଖିବାକୁ ଯୋଜନା କରୁଛନ୍ତି, ଏହାକି ସେ ୧୦୦ ପିଲାଙ୍କୁ ଜନ୍ମ କରିବାର ଲକ୍ଷ୍ୟକୁ ପୂରା କରି ପାରିବେ। ଏହି ବିଷୟରେ କଥା ହୋଇ ବ୍ୟକ୍ତି ଜଣଙ୍କ କହିଛନ୍ତି , ମୋ ପରିବାରରେ ଆମେ ବହୁତ କମ୍‌ ଲୋକ ଅଛୁ। ଏଥିପାଇଁ ମୁଁ ଅନେକ ପିଲା ଜନ୍ମ କରିବାକୁ ଚାହୁଁଛି , ଯାହାକି ଆମେ ବଡ଼ ପରିବାର କରି ପାରିବୁ। 

ନିଜର ବିବାହର ପ୍ରସ୍ତୁତିରେ ସେ ନିଜର ପ୍ରତ୍ୟେକ ପତ୍ନୀଙ୍କୁ ନୂଆ କାର୍‌ ଉପହାର ଦେଇଛନ୍ତି ଏବଂ ତାଙ୍କର ମାତା ପିତାଙ୍କୁ ବି ଅନେକ ଉପହାର ଦେଇଛନ୍ତି, ଯେଉଁଥିରେ ଦୁଇ ପତ୍ନୀ ଅଛନ୍ତି , ଯିଏକି ଦୁଇ ଭଉଣୀ। ସୂଚନା ଯେ, ଏହା ହବିବଙ୍କର ପ୍ରଥମ ବିବାହ ନୁହେଁ, କାରଣ ଏହା ପୂର୍ବରୁ ହିଁ ଜଣେ ପତ୍ନୀ ଅଛନ୍ତି।

ଉଲ୍ଲେଖନୀୟ ଯେ, ହବିବ ପ୍ରତ୍ୟେକ କନ୍ୟାଙ୍କୁ ତାଙ୍କ ଘରେ ଏକ ପାରମ୍ପରିକ ସମାରୋହରେ ଅଲଗା ଅଲଗା ବିବାହ କରିଛନ୍ତି। ଏହାପରେ ଏକ ରିସେପ୍ସନ ଆୟୋଜନ କରା ଯାଇଛି। ଯେଉଁଥିରେ ସମସ୍ତେ ସାମିଲ ହୋଇଥିଲେ। ସ୍ୱାଗତ ସମାରୋହରେ ହବିବ ନିଜର ପତ୍ନୀଙ୍କର ପ୍ରଶଂସା କରି ଅତିଥିଙ୍କୁ କହିଛନ୍ତି , ମୋର ପତ୍ନୀମାନେ ନିଜ ନିଜ ଭିତରେ କୌଣସି ଈର୍ଷା ରଖନ୍ତି ନାହିଁ , ଏକ ଖୁସିର ପରିବାର କରିବାକୁ ଏକା ଥରେ ସମସ୍ତଙ୍କୁ ବିବାହ କରିଛି। 

Copyright © 2022 - Summa Real Media Private Limited. All Rights Reserved.