ନୂଆଦିଲ୍ଲୀ୦୭/୧୧: ଭାରତରେ ପ୍ରତି ବର୍ଷ ନଭେମ୍ବର ୭ ତାରିଖରେ ପାଳିତ ହୁଏ ଜାତୀୟ କର୍କଟ ସଚେତନତା ଦିବସ । କର୍କଟ ପ୍ରତିରୋଧ ଏବଂ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଚିହ୍ନଟ ସମ୍ପର୍କରେ ସଚେତନତାକୁ ଏହା ଗୁରୁତ୍ୱ ଦିଏ । ଦେଶରେ କର୍କଟ ଚିକିତ୍ସାର ସୁବିଧା ପ୍ରଦାନ ପାଇଁ ୧୯୭୫ରେ ଜାତୀୟ କର୍କଟ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ୨୦୧୪, ସେପ୍ଟେମ୍ବରରେ ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ଦ୍ୱାରା ପ୍ରଥମେ ଜାତୀୟ କର୍କଟ ସଚେତନତା ଦିବସ ଘୋଷଣା ହୋଇଥିଲା ।

ଛତିଶଗଡ଼ରେ ରହିବେ ଦୁଇ ଉପମୁଖ୍ୟମନ୍ତ୍ରୀ, ରମଣ ସିଂହ ହ...