ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଗୋଟିଏ ଦେଶ – ଗୋଟିଏ ନିର୍ବାଚନ : କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ଘୋଷଣା ; ଅମିତ ଶାହ, ଅଧିର ରଞ୍ଜନଙ୍କ ସମେତ ଏହି ୮ ଜଣ ସାମିଲ

ନୂଆଦିଲ୍ଲୀ- କେନ୍ଦ୍ରର ମୋଦି ସରକାର ‘ୱାନ ନେସନ , ୱାନ ଇଲେକ୍ସନ’ ଅର୍ଥାତ୍‌ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ଦିଗରେ ଆଉ ଏକ ପାଦ ଆଗକୁ ବଢାଇ ଦେଇଛି। ଆଇନ ମନ୍ତ୍ରାଳୟ ପୂର୍ବତନ ରାଷ୍ଟ୍ରପତି ରାମନାଖ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ କରି ଦେଇଛି । ଏହାସହ ହିଁ କମିଟିର ସଦସ୍ୟଙ୍କ ନାମକୁ ମଧ୍ୟ ଘୋଷଣା କରି ଦେଇଛି। କମିଟିରେ ମୋଟ ୮ ଜଣ ଲୋକ ସାମିଲ ହେବେ। ଏଥିରେ ଅମିତ ଶାହ , ଅଧିର ରଞ୍ଜନ ଚୌଧୁରୀ , ଗୁଲାମ  ନବୀ ଆଜାଦ , ଏନକେ ସିଂହ , ସୁଭାଷ କଶ୍ୟପ , ହରିଶ ସାଲ୍ୱେ ଓ ସଞ୍ଜୟ କୋଠାରୀ ପ୍ରମୁଖ ସଦସ୍ୟ ରହିବେ।

‘ୱାନ ନେସନ , ୱାନ ଇଲେକ୍ସନ’ରେ କେନ୍ଦ୍ରୀୟ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି , ଏବେ ଗୋଟିଏ ସମିତିର ଗଠନ କରାଯାଇଛି। ସମିତିର ଏକ ରିପୋର୍ଟ ଆସିବ , ଯାହା ଉପରେ ଆଲୋଚନା ହେବ। ସଂସଦ ପରିପକ୍ୱ ଏବଂ ସେଠାରେ ଆଲୋଚନା ହେବ। ଚିନ୍ତା କରିବାର ଆବଶ୍ୟକତା ନାହିଁ ... ଭାରତକୁ ଗଣତନ୍ତ୍ରର ଜନନୀ କୁହାଯାଏ , ଯେଉଁଠି ବିକାଶ ହୋଇଛି ... ମୁଁ ସଂସଦର ବିଶେଷ ଅଧିବେଶନର ଏଜେଣ୍ଡା ଉପରେ ଆଲୋଚନା  କରିବି। 

ଏହାସହ ମଧ୍ୟ ପଢ଼ନ୍ତୁ -  ଜି -20 ସମ୍ମିଳନୀ ସମୟରେ ସୁରକ୍ଷା ପାଇଁ ଦିଲ୍ଲୀ ପୋଲିସର ନୂଆ ୟୁନିଫର୍ମ, ଖାକି ପୋଷାକରେ ନୁହେଁ ବରଂ ଭିନ୍ନ ପୋଷାକରେ ରଖିବେ ନଜର...

 ଗୋଟିଏ ଦେଶ –ଗୋଟିଏ ନିର୍ବାଚନ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିପ୍ପଣୀ କରି ସାରିଛନ୍ତି। ଏହି ବିଲ୍‌ର ସମର୍ଥନ ପଛରେ ସବୁଠୁ ବଡ଼ ତର୍କ ଏଠାରେ ହେବାକୁ ଯାଉଛି କି ଏହା ଦ୍ୱାରା ନିର୍ବାଚନରେ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କାକୁ ରୋକା ଯାଇ ପାରିବ। ଅର୍ଥ ବ୍ୟୟକୁ ରୋକିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ସ୍ଥାନରେ ୱାନ ନେସନ-ୱାନ ଇଲେକ୍ସନର ବାଖ୍ୟା କରି ସାରିଛନ୍ତି। 

 ଉଲ୍ଲେଖନୀୟ ଯେ, ୧୯୫୧-୧୯୫୨ ଲୋକସଭା ନିର୍ବାଚନରେ ୧୧କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା , ଯାହାକି ୨୦୧୯ ଲୋକସଭା ନର୍ବାଚନରେ ୬୦ ହଜାର କୋଟି ଟଙ୍କାର ଉଚ୍ଚ ଅର୍ଥ ଖର୍ଚ୍ଚ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦି କହି ସାରିଛନ୍ତି କି , ଏଥିରେ ଦେଶର ସଂଶାଧନ ବଞ୍ଚିବ ଓ ବିକାଶର ଗତି ଧୀମା ପଡ଼ିବ ନାହିଁ । 

ଏହାସହ ମଧ୍ୟ ପଢ଼ନ୍ତୁ -  ଜ୍ଞାନବ୍ୟାପୀ ମାମଲା : ସର୍ଭେର ରିପୋର୍ଟ ପ୍ରଦାନ କରିବା ପୂର୍ବରୁ କୋର୍ଟରେ ପହଞ୍ଚିଲା ଏଏସଆଇ

Copyright © 2022 - Summa Real Media Private Limited. All Rights Reserved.