ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ୟାରିସ ଅଲିମ୍ପିକ୍ସ କ୍ରୀଡ଼ାଗ୍ରାମ ପ୍ରସ୍ତୁତି, ଜୁଲାଇ ୨୬ରୁ ଆରମ୍ଭ ହେବ ଖେଳ ମହାକୁମ୍ଭ

ପ୍ୟାରିସ,୦୧/୦୩: ଜୁଲାଇ ୨୬ରୁ ଆରମ୍ଭ ହେବ ପ୍ୟାରିସ ଅଲିମ୍ପିକ୍ସ । ପ୍ରସ୍ତୁତି ପର୍ବ ଏକ ପ୍ରକାର ଶେଷ ହୋଇ ଆସିଲାଣି । କ୍ରୀଡ଼ାବିତମାନଙ୍କ ରହିବା ପାଇଁ କ୍ରୀଡ଼ାଗ୍ରାମ ଏକ ପ୍ରକାର  ପ୍ରସ୍ତୁତ ହୋଇ ସାରିଛି । ଖୁବ୍‌ ଶୀଘ୍ର ଆଉ ଛୋଟ ଛୋଟ କାର୍ଯ୍ୟ ଶେଷ ହୋଇଯିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି । 

କ୍ରୀଡ଼ା ଆରମ୍ଭ ହେବାର ୮ ଦିନ ପୂର୍ବରୁ ଅର୍ଥାତ ଜୁଲାଇ ୧୮  ତାରିଖରୁ କ୍ରୀଡ଼ା ଗ୍ରାମରେ କ୍ରୀଡ଼ାବିତ ଏବଂ ଅଫିସିଆଲମାନେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଆସନ୍ତା ୪ ମାସ  ମଧ୍ୟରେ ଆୟୋଜକ ୩୦୦୦୦୦ ଗୃହ ସାମଗ୍ରୀ ଏବଂ ଅନ୍ୟାନ୍ୟ  ଜିନିଷ କ୍ରୀଡ଼ା ଗ୍ରାମରେ ଲଗାଇବାକୁ ଲକ୍ଷ୍ୟ ରଖିଛନ୍ତି । 

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.