ପ୍ରମୂଖ ଖବର
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଫେକ୍ ଭିଡ଼ିଓ ଉପରେ ରଶ୍ମିକା ମନ୍ଦାନା ଖୋଲିଲେ ମୁହଁ, ଭାଇରାଲ ହେଉଛି ଟ୍ବିଟ୍(ଏକ୍ସ)

ନୂଆଦିଲ୍ଲୀ,୬/୧୧ : ଫେକ ଭିଡ଼ିଓ ଭାଇରାଲ ହେବା ପରେ ଏବେ ରିଶ୍ମିକା ମନ୍ଦାନା ମୁଁ ଖୋଲିଛନ୍ତି । ଅଭିନେତ୍ରୀ ଟ୍ବିଟର(ଏକ୍ସ)ରେ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି । ଏହି ପୋଷ୍ଟରେ ଅଭିନେତ୍ରୀ କହିଛନ୍ତି କି ଏହି ଘଟଣାରେ ସେ ବହୁତ ଦୁଖି ଅଛନ୍ତି । ଏହା ବହୁତ ଭୟାନକ ଏବଂ ଭୟଭୀତ କଥା । ରଶ୍ମିକା ମନ୍ଦାନାଙ୍କ ଏହି ପୋଷ୍ଟକୁ ଲୋକମାନେ ବାରମ୍ବାର ପଢୁଛନ୍ତି ଏବଂ ନିଜର କମେଣ୍ଟ ଦେଉଛନ୍ତି ।

ରଶ୍ମିକା ମନ୍ଦାନା ଟ୍ବିଟ କରିଛନ୍ତି କି, ମୋତେ ଏହା କହିବାକୁ ଆପଣଙ୍କୁ ବହୁତ କଷ୍ଟ ହେଉଛି । ଏହା ସେହି ଘଟଣା ଉପରେ ଯେଉଁ ଡିପ୍ ଫେକ ଭିଡ଼ିଓ ମୋର ଅନଲାଇନ ଭାଇରାଲ ହେବାରେ ଲାଗିଛି । ଏହିଭଳି ଘଟଣା ବହୁତ ଭୟାନକ । ଏହା କେବଳ ମୋ ପାଇଁ ନୁହେଁ ବରଂ ସମସ୍ତଙ୍କ ପାଇଁ । ଏହିଭଳି ଭାବେ ଟେକ୍ନୋଲୋଜିର ମିସ୍ ୟୁଜ୍ କରିବା ଠିକ୍ ନୁହେଁ । 

ଏହାବାଦ୍ ଆହୁରି ମଧ୍ୟ ସେ ଲେଖିଛନ୍ତି କି, ଜଣେ ମହିଳା ଏବଂ ଜଣେ ଅଭିନେତ୍ରୀ ଭାବେ ମୁଁ ନିଜ ପରିବାର ଲୋକଙ୍କୁ, ବନ୍ଧୁ ଏବଂ ଶୁଭଚିନ୍ତକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ । କିନ୍ତୁ ଯଦି ଏହା ସେତେବେଳେ ହୋଇଥାନ୍ତା ଯେତେବେଳେ ସ୍କୁଲ ଏବଂ କଲେଜରେ ହୋଇଥାନ୍ତା ତ କିଭଳି ହ୍ୟାଣ୍ଡେଲ୍ କରିପାରିଥାନ୍ତି । ଏହା ସମସ୍ତଙ୍କ ପାଇଁ ବିପଦ ଅଟେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.