ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ଫେକ୍ ଭିଡ଼ିଓ ଉପରେ ରଶ୍ମିକା ମନ୍ଦାନା ଖୋଲିଲେ ମୁହଁ, ଭାଇରାଲ ହେଉଛି ଟ୍ବିଟ୍(ଏକ୍ସ)

ନୂଆଦିଲ୍ଲୀ,୬/୧୧ : ଫେକ ଭିଡ଼ିଓ ଭାଇରାଲ ହେବା ପରେ ଏବେ ରିଶ୍ମିକା ମନ୍ଦାନା ମୁଁ ଖୋଲିଛନ୍ତି । ଅଭିନେତ୍ରୀ ଟ୍ବିଟର(ଏକ୍ସ)ରେ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି । ଏହି ପୋଷ୍ଟରେ ଅଭିନେତ୍ରୀ କହିଛନ୍ତି କି ଏହି ଘଟଣାରେ ସେ ବହୁତ ଦୁଖି ଅଛନ୍ତି । ଏହା ବହୁତ ଭୟାନକ ଏବଂ ଭୟଭୀତ କଥା । ରଶ୍ମିକା ମନ୍ଦାନାଙ୍କ ଏହି ପୋଷ୍ଟକୁ ଲୋକମାନେ ବାରମ୍ବାର ପଢୁଛନ୍ତି ଏବଂ ନିଜର କମେଣ୍ଟ ଦେଉଛନ୍ତି ।

ରଶ୍ମିକା ମନ୍ଦାନା ଟ୍ବିଟ କରିଛନ୍ତି କି, ମୋତେ ଏହା କହିବାକୁ ଆପଣଙ୍କୁ ବହୁତ କଷ୍ଟ ହେଉଛି । ଏହା ସେହି ଘଟଣା ଉପରେ ଯେଉଁ ଡିପ୍ ଫେକ ଭିଡ଼ିଓ ମୋର ଅନଲାଇନ ଭାଇରାଲ ହେବାରେ ଲାଗିଛି । ଏହିଭଳି ଘଟଣା ବହୁତ ଭୟାନକ । ଏହା କେବଳ ମୋ ପାଇଁ ନୁହେଁ ବରଂ ସମସ୍ତଙ୍କ ପାଇଁ । ଏହିଭଳି ଭାବେ ଟେକ୍ନୋଲୋଜିର ମିସ୍ ୟୁଜ୍ କରିବା ଠିକ୍ ନୁହେଁ । 

ଏହାବାଦ୍ ଆହୁରି ମଧ୍ୟ ସେ ଲେଖିଛନ୍ତି କି, ଜଣେ ମହିଳା ଏବଂ ଜଣେ ଅଭିନେତ୍ରୀ ଭାବେ ମୁଁ ନିଜ ପରିବାର ଲୋକଙ୍କୁ, ବନ୍ଧୁ ଏବଂ ଶୁଭଚିନ୍ତକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ । କିନ୍ତୁ ଯଦି ଏହା ସେତେବେଳେ ହୋଇଥାନ୍ତା ଯେତେବେଳେ ସ୍କୁଲ ଏବଂ କଲେଜରେ ହୋଇଥାନ୍ତା ତ କିଭଳି ହ୍ୟାଣ୍ଡେଲ୍ କରିପାରିଥାନ୍ତି । ଏହା ସମସ୍ତଙ୍କ ପାଇଁ ବିପଦ ଅଟେ । 

 

Copyright © 2022 - Summa Real Media Private Limited. All Rights Reserved.