ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ଚିପ୍ ତିଆରି କରିବା ମୁଡ୍‌ରେ ଅମ୍ୱାନୀ , ବିଦେଶୀ କମ୍ପାନୀଙ୍କ ସହ ରିଲାଏନ୍ସର ଚାଲିଛି କଥାବାର୍ତ୍ତା

ନୂଆଦିଲ୍ଲୀ : କୋଟିପତି ମୁକେଶ ଅମ୍ୱାନୀଙ୍କର ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ସେମିକଣ୍ଡକ୍ଟର ମ୍ୟାନୁଫ୍ୟାକ୍ଚରିଂରେ ଏଣ୍ଟ୍ରି ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ନ୍ୟୁଜ୍‌ ଏଜେନ୍ସି ରୟଟର୍ସର ଖବର ଅନୁସାରେ , ରିଲାଏନ୍ସ  ଏହି ସେକ୍ଟରରରେ ପ୍ରବେଶ କରିବା ପାଇଁ ସମ୍ଭାବନା ସବୁ ତଲାସ କରୁଛି। ଏଥିପାଇଁ ବିଦେଶୀ ଚିପ୍‌ ନିର୍ମାତାଙ୍କ ସହ କଥାବାର୍ତ୍ତା ହେଉଛି। ହେଲେ କେଉଁ କମ୍ପାନୀ ସହ କଥାବାର୍ତ୍ତା ଜାରି ରହିଛି , ଏହାର ସୂଚନା ମିଳିପାରି ନାହିଁ।

 ଏହାସହ ମଧ୍ୟ ପଢ଼ନ୍ତୁ : ବ୍ୟାଟେରୀ ତିଆରି ପାଇଁ ଫ୍ୟାକ୍ଟ୍ରି ସ୍ଥାପନ କରିବେ ମୁକେଶ ଅମ୍ୱାନୀ

ଏହି ସମ୍ଭାବନା ବାସ୍ତବରେ ବଦଳିବାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେମିକଣ୍ଡକ୍ଟର ଆମଦାନୀ ହ୍ରାସ କରିବାର ଉଦ୍ଦେଶ୍ୟକୁ ଶକ୍ତି ପ୍ରଦାନ କରିବ। ହେଲେ , ଏହି ଖବର ଉପରେ ନା ରିଲାଏନ୍ସ ପକ୍ଷରୁ କିଛି କୁହାଯାଇଛି ନା ହିଁ ଭାରତର ଆଇଟି ମନ୍ତ୍ରାଳୟ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟରୁ କୌଣସି ପ୍ରତିକ୍ରିୟା ଆସିଛି। 

କହି ରଖୁଛୁ କି, ଭାରତ ତଥା ବିଶ୍ୱ ସ୍ତରରେ ସେମିକଣ୍ଡକ୍ଟରର ଡିମାଣ୍ଡ ବଢ଼ିବାରେ ଲାଗିଛି। ଭାରତ ସରକାର ଅନୁମାନ କରିଛନ୍ତି କି ଘରୋଇ ଚିପ୍‌ ବଜାର ୨୦୨୮ ସୁଦ୍ଧା ୮୦ ବିଲିୟନ ଡଲାରର ହୋଇଯିବ , ଯାହାକି ବର୍ତ୍ତମାନ ସମୟରେ ଏହା ୨୩ ବିଲିୟନ ଡଲାର ରହିଛି। 

ଏହାସହ ମଧ୍ୟ ପଢ଼ନ୍ତୁ : ଗଣେଶ ଚତୁର୍ଥୀରେ ଲଞ୍ଚ ହେବ ଜିଓ ଏୟାର ଫାଇବର, ୟୁଜର୍ସଙ୍କୁ ମିଳିବ ବଡ଼ ଅଫର

ବେଦାନ୍ତ ମଧ୍ୟ କରିଥିଲା ଚେଷ୍ଟା -  କହି ରଖୁଛୁ କି ବେଦାନ୍ତ ସେମିକଣ୍ଡକ୍ଟର ଅର୍ଥାତ୍‌ ଚିପ୍‌ ଫ୍ୟାକ୍ଟ୍ରି ବସାଇବା ପାଇଁ ତାଇୱାନର କମ୍ପାନୀ ଫକ୍ସକନ୍‌ ସହ ଡିଲ୍‌ କରିଥିଲା , କିନ୍ତୁ ଏଥିରେ ଅଙ୍କୁଶ ଲାଗିଥିଲା। ଏହା କିଛି ମାସରେ ଭାଙ୍ଗି ଯାଇଥିଲା। ହେଲେ ଏବେ ଫକ୍ସକନ ଭାରତରେ ସେମିକଣ୍ଡକ୍ଟର ଫ୍ୟାକ୍ଟ୍ରି ବସାଇବା ପାଇଁ STMicroelectronics NV ସହ କଥାବାର୍ତ୍ତା କରୁଛି । 

Copyright © 2022 - Summa Real Media Private Limited. All Rights Reserved.