ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଶରୀରରେ ଅଧିକ ଆଇରନ ମଧ୍ୟ କରିପାରେ ରୋଗାଗ୍ରସ୍ତ , ଏହି ସବୁ ସମସ୍ୟାରେ ପଡ଼ି ପାରନ୍ତି

ନୂଆଦିଲ୍ଲୀ : ଆଇରନର ଅଭାବ ଶରୀର ପାଇଁ କ୍ଷତିକର ହୋଇଥାଏ , ହେଲେ ଯଦି ଆପଣ ଅଧିକ ପରିମାଣରେ ଏମିତି ଫୁଡ୍ସ ଖାଉଛନ୍ତି ତ ଯାହା ଆପଣଙ୍କ ଶରୀରରେ ଆଇରନର ମାତ୍ରାକୁ ବୃଦ୍ଧି କରାଇ ଥାଏ , ତାହେଲେ ସାବଧାନ ହୋଇଯାନ୍ତୁ। ଆବଶ୍ୟକତା ଠାରୁ ଅଧିକ ଆଇରନର ମାତ୍ରା ଶରୀରରେ କ୍ଷତିକାରକ ଇଫେକ୍ଟ ସୃଷ୍ଟି କରିବାକୁ ଲାଗେ। ଅନ୍ୟ ନ୍ୟୁଟ୍ରିଶନ ପରି ଆଇରନ ମଧ୍ୟ ଶରୀର ପାଇଁ ଖୁବ୍ ଜରୁରୀ। ଆଇରନ ରକ୍ତରେ ହିମୋଗ୍ଲୋବିନ ପାଇଁ ଏକ ଜରୁରୀ ଜିନିଷ , ଯାହା ଶରୀରରେ ଅକ୍ସିଜେନର ସପ୍ଲାଇରେ ସାହାଯ୍ୟ କରିଥାଏ। ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ଠିକ୍‌ରେ କାମ କରିବା ପାଇଁ ଆଇରନ ଆବଶ୍ୟକ ହୋଇଥାଏ। କିନ୍ତୁ ଅଧିକ ମାତ୍ରାରେ ଆଇରନ ଶରୀର ପାଇଁ ଟକ୍ସିସ ହୋଇପାରେ। ଶରୀର ଡାଇଜେସନ ଟ୍ରେକ୍ ସାହାଯ୍ୟରେ ଆଇରନ ଗ୍ରହଣ କରିଥାଏ। ଯେଉଁଥିରେ ଆଇରନର ସ୍ତର ଆୟତ୍ତରେ ରହିଥାଏ। 

ଆପଣଙ୍କର କୋଲ୍ଡ ଡ୍ରିଙ୍କ୍ ପିଇବା ଅଭ୍ୟାସ ଅଛି କି ? ହୋଇଯାନ୍ତୁ ସତର୍କ , ନୁହେଁତ ଗୁରୁତର ସମସ୍ୟାରେ ପଡ଼ି ପାରନ୍ତି

ହେପ୍ସିଡିନ ନାମକ ହର୍ମୋନ ଆଇରନକୁ ରେଗୁଲେଟ୍‌ କରିଥାଏ ଏବଂ ଶରୀରରେ ଲେବଲ ମେଣ୍ଟନ କରିବାର ବିପଦ ରହିଛି। କିନ୍ତୁ ଯେବେ ହେପ୍ସିଡିନର ସ୍ତର ବଢି ଯାଏ ତ ଆଇରନ ଗ୍ରହଣ କରିବାର ମାତ୍ରା କମ୍‌ ହୋଇଯାଏ ଏବଂ ଶରୀରରେ ଆଇରନ ଅଧିକ ମାତ୍ରାରେ ଷ୍ଟୋର ହେବାକୁ ଲାଗେ। ଏହିପରି ଯେବେ ହେପ୍ସିଡିନର ମାତ୍ରା କମ୍‌ ହୋଇ ଯାଏ ତ ଶରୀରରେ ଆଇରନର ସ୍ତର ଶରୀରରେ କମ୍ ହୋଇଯାଏ । ସାମାନ୍ୟ ସ୍ତରରେ ଏହି ହର୍ମୋନ୍ସ ଠିକ୍‌ କାମ କରିଥାଏ। କିନ୍ତୁ କିଛି ଡିସଅର୍ଡର କାରଣରୁ ହେପ୍ସିଡିନର ପ୍ରଡକ୍ସନ ବଢିଥାଏ ଏବଂ ଶରୀରରେ ଆଇରନ ଅଧିକ ହେବାକୁ ଲାଗେ। ଯେଉଁଥି ପାଇଁ ଏହି ସମସ୍ୟା ଦେଖାଦିଏ। 

ଆଇରନର ମାତ୍ରା  ଅଧିକ ହେବାରୁ ଶରୀରରେ ଏହି ସମସ୍ୟା ଦେଖାଦିଏ – 

-ଶରୀରରେ ହଠାତ୍‌ ଯଦି ଆଇରନର ମାତ୍ରା ବଢି ଯାଏ ତ ଏହା ସେଲ୍ସ ଅର୍ଥାତ୍‌ କୋଷିକା ଗୁଡ଼ିକୁ ନଷ୍ଟ କରିବାକୁ ଲାଗେ। 

- ଆବଶ୍ୟକତା ଠାରୁ ଅଧିକ ଆଇରନ ସପ୍ଲିମେଣ୍ଟ ନେବା କାରଣରୁ ଡାଇଜେଷ୍ଟିଭ୍‌ ସମସ୍ୟା ହେବାକୁ ଲାଗେ।

- ଯଦି ଲଗାତାର ଦୀର୍ଘ ସମୟ ଯାଏ ଆଇରନର ମାତ୍ରା ଅଧିକ ଖାଆନ୍ତି ତ ଏଥିରେ ଲିଭର ଖରାପ ହେବାକୁ ଲାଗେ। 

- ଆଉ ମଧ୍ୟ ଆଇରନର ଅଧିକ ମାତ୍ରା ବ୍ରେନ୍‌କୁ ମଧ୍ୟ ଖରାପ କରିବାକୁ ଲାଗେ। 

-ଶରୀରରେ ଅଧିକ ମାତ୍ରାରେ ଆଇରନକୁ ହେମୋକ୍ରୋମେଟୋସିସ କହନ୍ତି। ଯେଉଁଥିରେ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଓ ଟିସ୍ୟୁରେ ଆଇରନ ତିଆରି ହେବାକୁ ଲାଗେ। 

- ଏହି ରୋଗ କାରଣରୁ ଆର୍ଥରାଇଟିସ , କ୍ୟାନସର, ଡାଇବେଟିସ, ହାର୍ଟ ଫେଲିୟର ଓ ଲିଭର ସମସ୍ୟା ହେବାକୁ ଲାଗେ।

ଅଧିକ ମିଠା ଖାଇଲେ ଡାଇବେଟିସ୍‌ ହୋଇ ଥାଏ କି ? ଯଦି ଆପଣ ଏମିତି ଭାବୁଛନ୍ତି ତ ଏହାକୁ ମଧ୍ୟ ନିହାତି ଜାଣନ୍ତୁ 

କେମିତି ଦୂର ହେବ ଅଧିକ ଆଇରନ ହେବାର ସମସ୍ୟା – 

ଶରୀରରେ ଯଦି ଆଇରନର ପରିମାଣ ଅଧିକ ହୁଏ ତ ଏହାକୁ କମ୍‌ କରିବାରେ କୌଣସି ଉପାୟ ନାହିଁ। କେବଳ ଶରୀରରୁ ଅଧିକ ମାତ୍ରାରେ ରକ୍ତକୁ ବହାର କରିଦେଲେ ଏହି ସମସ୍ୟା କମ୍‌ ହୋଇଯାଏ। ଯେଉଁ ଲୋକ ଲଗାତାର ବ୍ଲଡ୍‌ ଡୋନେଟ୍‌ କରିଥାନ୍ତି , ତାଙ୍କୁ ହେମୋକ୍ରୋମେଟୋସିସର ବିପଦ କମ୍‌ ଥାଏ। 

ଶରୀରରେ ଅଧିକ ଆଇରନରୁ ହୋଇଥାଏ କ୍ୟାନସରର ବିପଦ – ଅଧ୍ୟୟନରେ ଜଣାପଡ଼ିଛି କି ରେଡ୍ ମିଟ୍‌ ଓ ଆଇରନ ସପ୍ଲିମେଣ୍ଟସର ଅଧିକ ମାତ୍ରା କାରଣରୁ ଶରୀରରେ କ୍ୟାନସର କଜିଂ ଏନ-ନିଟ୍ରୋସୋ କମ୍ପାଉଡ୍‌ ପାଚନ ତନ୍ତ୍ରରେ ତିଆରି ହେବାକୁ ଲାଗେ। ଯେଉଁଥି ପାଇଁ କୋଲନ କ୍ୟାନସରର ରିସ୍କ ରହିଥାଏ।     

Copyright © 2022 - Summa Real Media Private Limited. All Rights Reserved.