ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ମାଲକାନଗିରି ଜିଲ୍ଲାର ବିଜେଡି ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ...

ମାଲକାନଗିରି,୧୮/୧୧ ମାଲକାନଗିରି ଜିଲ୍ଲାର ବିଜେଡି ଦଳର କିଛି ପଦ ପଦବୀ ପାଇଁ ନୂତନ କର୍ମକର୍ତ୍ତାଙ୍କ ନାମ ଆଜି ଘୋଷଣା କରିଛନ୍ତି ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଏହି ଘୋଷଣାକୁ ବିଧିବିଧ ଭାବେ ରାଜ୍ୟ ବିଜେଡିସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରେସ ରିଲିଜ ମାଧ୍ୟମରେ ଗଣ ମାଧ୍ୟମ କୁ ଆଜି ସନ୍ଧ୍ୟାରେ ସୂଚନା ଦେଇଛନ୍ତି । 

ମାଲକାନଗିରି ଜିଲ୍ଲା ବିଜେଡି ଦଳର ଉପଦେଷ୍ଠା ଭାବେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, ସିମାଞ୍ଚଳ ପ୍ରଧାନ, ସୁରେନ୍ଦ୍ର ନାଥ ରଥ, ମନୀନ୍ଦ୍ର ନାଥ ଗୋଲଦାରଙ୍କୁ ଉପସଭାପତି, ଶୁଭ୍ରାଂଶୁ ଶେଖର ସାହୁ, ବିଜୟକ୍ରିଷ୍ଣା ଦାସଙ୍କୁ ସାଧାରଣ ସମ୍ପାଦକ ଓ ଦିଲୀପ ବିଶ୍ୱାସ, କ୍ରିଷ୍ଣା ପଦ ମଣ୍ଡଳ, ଇନ୍ଦୁମାଧବ ସରଦାର, ରବି ମେସ୍କା ମାଦ୍ରୀ, ପି ପ୍ରସାଦ ରାଓ, ହାରିବନ୍ଧୁ ହନ୍ତଳ, ତୁଳଶୀ ଦଳେଇ, କୁନୁ ବିଶ୍ୱାଳଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ମାଥିଲି ବ୍ଲକ ସଭାପତି ବିଦ୍ୟା ପୂଜାରୀ, ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟକାରୀ ସଭାପତି ସୁକୁରା ମୁଦୁଲି, କାଲିମେଳା ବ୍ଲକ କାର୍ଯ୍ୟକାରୀ ସଭାପତି ଭାବେ ଡି ବିଶ୍ଵନାଥ ରେଡିଙ୍କୁ ନିଯୁକ୍ତି ଦିଆଯାଇଥିବାର ଏକ ପ୍ରେସ ନୋଟ ରାଜ୍ୟ ଶଙ୍ଖ ଭଵନରୁ ପ୍ରକାଶିତ ହୋଇଛି । 

 

Copyright © 2022 - Summa Real Media Private Limited. All Rights Reserved.