ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ

ଆନନ୍ଦପୁର, ୩୦/୦୧ : ପୋଖରୀରେ ବୁଡ଼ି ମହିଳା ମୃତ। ଆନନ୍ଦପୁର ଥାନା ବାହିଆବାରଦଣ୍ଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜନଙ୍କ ହେଉଛନ୍ତି ଅଜୟ ନାୟକଙ୍କ ପତ୍ନୀ ମିନତୀ। 

ସୂଚନାନୁଯାୟୀ, ମିନତୀ ପୋଖରୀ ତୁଠଜୁ ଲୁଗା ସଫା କରିବାକୁ ଯାଇ ଆଉ ଫେରି ନଥିଲେ। ସ୍ଵାମୀ କାମ ସାରି ଘରକୁ ଫେରି ସ୍ତ୍ରୀ ନଥିବା ଦେଖି ଖୋଜାଖୋଜି କରିଥିଲେ। ମିନତୀଙ୍କର କୌଣସି ଖୋଜ ଖବର ମିଳି ନଥିଲା। ପୋଖରୀ ତୁଠରେ ତାଙ୍କର ପିନ୍ଧା ଶାଢୀ ଭାସୁଥିବାର ଦେଖି ପାଣି ଭିତରେ ଖୋଜାଖୋଜି କରାଯାଇଥିଲା। ପୋଖରୀରୁ ମିନତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.