ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଯାଞ୍ଚ କରାଅ , ଏହା କେମିତିକା ନିର୍ବାଚନ ; ପାକିସ୍ତାନର ଇଲେକ୍ସନକୁ ନେଇ ଆମେରିକା ଓ ୟୁରୋପର ପ୍ରତିକ୍ରିୟା

ଇସଲାମାବାଦ : ପାକିସ୍ତାନରେ ନିର୍ବାଚନ ଓ ଫଳାଫଳରେ ଲଗାତାର ଡ୍ରାମାରେ ଦେଖିବାକୁ ମିଳୁଛି। ଭୋଟର କାଉଣ୍ଟିଂରେ ଏପଟସେପଟ ହୋଇ ଥିବାର ଅଭିଯୋଗ ହୋଇଛି। ଏହି ମଧ୍ୟରେ ଆମେରିକା, ବ୍ରିଟେନ୍‌ ଓ ୟୁରୋପୀୟ ୟୁନିୟନ ମଧ୍ୟ ପାକ୍‌ ନିର୍ବାଚନରେ ଅନିୟମିତତା ନେଇ ଯାଞ୍ଚର ଦାବି କରିଛନ୍ତି। ପାକିସ୍ତାନ ନିର୍ବାଚନରେ ମୁଖ୍ୟ ମୁକାବିଲା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଦ ଶରିଫଙ୍କର ପାର୍ଟି ଓ ଇମ୍ରାନ ଖାନଙ୍କ ସମର୍ପିତ ପ୍ରାର୍ଥୀଙ୍କ ମଧ୍ୟରେ ଥିଲା। ଉଭୟ ପକ୍ଷ ନିଜକୁ ବିଜେତା ଘୋଷିତ କରି ରଖିଛନ୍ତି। କହି ରଖୁଛୁ କି, ନ୍ୟାସନାଲ ଆସେମ୍ୱଲିର ୨୬୫ ସିଟ୍‌ ପାଇଁ ନିର୍ବାଚନ ହୋଇଥିଲା ଏବଂ ୧୩୩ଟି ସିଟ୍‌ରେ ବିଜୟୀ ଦଳ ସରକାର ଗଠନ କରିବ। 

ଅନ୍ୟପଟେ ଆମେରିକା ଓ ୟୁରୋପୀୟ ସଂଘ ଉଭୟ ନିର୍ବାଚନରେ ହସ୍ତକ୍ଷେପ ହୋଇଥିବା କଥା କହିଛନ୍ତି। ଏଥିରେ କାର୍ଯ୍ୟକର୍ତ୍ତାଙ୍କ ଗିରଫଦାରୀର ଉଲ୍ଲେଖ ବି କରାଯାଇଛି। ଏହାସହ ଅନିୟମିତତା , ହସ୍ତକ୍ଷେପ ଓ ଠକେଇ ଅଭିଯୋଗର ଯାଞ୍ଚ କରାଯିବର କଥା କହିଛନ୍ତି। କହି ରଖୁଛୁ କି , ଇମ୍ରାନ ଖାନ ଜେଲ୍‌ରେ ବନ୍ଦୀ ଅଛନ୍ତି ଏବଂ ତାଙ୍କ ଦଳ ପିଟିଆଇକୁ ନିର୍ବାଚନରେ ପ୍ରତିବନ୍ଧିତ କରିଦିଆ ଯାଇଥିଲା। ୨୪୫ ସିଟ୍‌ର ହୋଇଥିବା ଭୋଟ ଗଣନାରେ ପିଟିଆଇ ସମର୍ଥିତ ୯୮ପ୍ରାର୍ଥୀ ଓ ନୱାଜ ସରିଫଙ୍କ (ପିଏମଏଲ-ଏନ) ୬୯ ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି। ଇମ୍ରାନ ଖାନଙ୍କ କହିବାନୁସାରେ , ତାଙ୍କ ପାର୍ଟିର ଅସ୍ତିତ୍ୱ ଶେଷ କରିବା ପାଇଁ ସେନା କାର୍ଯ୍ୟାନୁଷ୍ଠାନ ନେଇଛି। ସେପଟେ ବିଶ୍ଳେଷକ ଓ ବିରୋଧି କହୁଛନ୍ତି କି ନୱାଜ ସରିଫଙ୍କୁ ଜେନେରାଲଙ୍କ ସପୋର୍ଟ ମିଳୁଛି।  

ୟୁରୋପୀୟ ସଂଘ ବୟାନରେ କାଉଣ୍ଟିଂରେ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ଏହାସହ ସେ ଫ୍ରିଡମ୍‌ ଅଫ୍‌ ଆସେମ୍ୱଲି , ଫ୍ରିଡମ୍‌ ଅଫ୍‌ ଏକ୍ସପ୍ରେସନ ଓ ଇଣ୍ଟରନେଟ୍‌ ଆକ୍ସେସ୍‌କୁ ନେଇ ମଧ୍ୟ ଚିନ୍ତ ବ୍ୟକ୍ତି କରିଛି। ୟୁରୋପୀୟ ସଂଘ , ଆମେରିକା ଓ ବ୍ରିଟେନ୍‌ କହିଛନ୍ତି କି ସେ ଆଗାମୀ ସରକାରଙ୍କ ସହ କାମ କରିବେ ଏବଂ ସେମାନେ କୌଣସି ବି ପ୍ରାର୍ଥୀ ବା ପାର୍ଟିଙ୍କୁ ଶୁଭେଚ୍ଛା ଦେଇ ନାହାନ୍ତି । ବ୍ରିଟେନ୍‌ର ବିଦେଶ ମନ୍ତ୍ରୀ ଡେଭିଡ୍‌ କ୍ୟାମରନ ନିର୍ବାଚନରେ ନିରପେକ୍ଷତାର ଅଭାବ ନେଇ ଗମ୍ଭୀର ଚିନ୍ତା ପ୍ରକଶ କରିଛନ୍ତି ।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.