ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏକାଧିକ ସହରରେ ଆୟୋଜିତ ହୋଇପାରେ ଡବ୍ଲ୍ୟୁପିଏଲ୍‌ର ଦ୍ୱିତୀୟ ସିଜିନ,୯ରେ ଚୂଡ଼ାନ୍ତ ଭେନ୍ୟୁ ଘୋଷଣା କରିବ ବିସିସିଆଇ

ନୂଆଦିଲ୍ଲୀ,୦୭/୧୨: ମହିଳା  ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ପ୍ରଥମ ସଂସ୍କରଣ ସଫଳ ହେବା ପରେ ଏହାକୁ  ଗୋଟିଏ ନୁହେଁ ବରଂ ଏକାଧିକ ସହରରେ ଆୟୋଜନ କରିବା ନେଇ ବିସିସିଆଇ ଯୋଜନା କରୁଛି । ଦ୍ୱିତୀୟ ସଂସ୍କରଣ କେତୋଟି ଭେନ୍ୟୁରେ ଆୟୋଜନ କରାଯିବ ସେ ବିଷୟରେ ଆସନ୍ତା ୯ ତାରିଖରେ  ଚୂଡ଼ାନ୍ତ ନିଷ୍ପତ୍ତି ହେବ । 

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ‘ ଡବ୍ଲ୍ୟୁପିଏଲ୍‌କୁ  କେବଳ ଗୋଟିଏ ଭେନ୍ୟୁରେ ସୀମିତ ନରଖି ଏହାକୁ ଏକାଧିକ ଭେନ୍ୟୁରେ ଆୟୋଜନ ନେଇ ବିଚାର କରାଯାଉଛି । ହୁଏତ ଏଥର  ମୁମ୍ବାଇ ଏବଂ ବେଙ୍ଗାଲୁରୁ ଦୁଇଟି ସହରକୁ ଭେନ୍ୟୁ କରାଯାଇ ପାରେ । କିନ୍ତୁ ଆସନ୍ତା ୯ ତାରିଖରେ ଏ ବିଷୟରେ ଚୂଡ଼ାନ୍ତ ହେବ ।’ ପ୍ରଥମ ସଂସ୍କରଣ ଗତ ବର୍ଷ ମାର୍ଚ୍ଚ ୪ରୁ  ଆରମ୍ଭ ହୋଇ ୨୬ରେ ଶେଷ ହୋଇଥିଲା । ଆସନ୍ତା ୯ ତାରିଖରେ ଦ୍ୱିତୀୟ ସଂସ୍କରଣ  ପାଇଁ ଖେଳାଳି ନିଲାମ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.