ପ୍ରମୁଖ ଖବର
  • ପାରାଦୀପ ବନ୍ଦରରୁ କଂଟେନର୍ ଏକ୍‌ଜିମ୍‌ ସେବା ଆରମ୍ଭ, ପଣ୍ୟ ପରିବହନ କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ
  • ||
  • କେନ୍ଦୁଝର ପାଟଣା ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, ସୋସିଆଲ ମିଡିଆ​‌ରେ ଭାଇରାଲ
  • ||
  • କପି ଚେକିଂ ଆଳରେ ଅସଦାଚରଣ ଅଭିଯୋଗ, ଥାନାରେ ମାଟ୍ରିକ ପରୀକ୍ଷାର୍ଥୀ
  • ||
  • ଲୋକସେବା ଭବନ ଘେରିବ କଂଗ୍ରେସ, ବିଶାଳ ଶୋଭାଯାତ୍ରାରେ ସାମିଲ ହେବେ ହଜାର ହଜାର କଂଗ୍ରେସ କର୍ମୀ
  • ||
  • ଆଜି ଓଡ଼ିଶାର ୨୧ ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
  • ||
  • ଗର୍ଭବତୀଙ୍କ ପେଟକୁ ନର୍ସ ଖୁନ୍ଦା ମାରିଥିବା ଅଭିଯୋଗ, ଚାଲିଗଲା ମା ଓ ଛୁଆଙ୍କ ଜୀବନ
  • ||
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

ଏକାଧିକ ସହରରେ ଆୟୋଜିତ ହୋଇପାରେ ଡବ୍ଲ୍ୟୁପିଏଲ୍‌ର ଦ୍ୱିତୀୟ ସିଜିନ,୯ରେ ଚୂଡ଼ାନ୍ତ ଭେନ୍ୟୁ ଘୋଷଣା କରିବ ବିସିସିଆଇ

ନୂଆଦିଲ୍ଲୀ,୦୭/୧୨: ମହିଳା  ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ପ୍ରଥମ ସଂସ୍କରଣ ସଫଳ ହେବା ପରେ ଏହାକୁ  ଗୋଟିଏ ନୁହେଁ ବରଂ ଏକାଧିକ ସହରରେ ଆୟୋଜନ କରିବା ନେଇ ବିସିସିଆଇ ଯୋଜନା କରୁଛି । ଦ୍ୱିତୀୟ ସଂସ୍କରଣ କେତୋଟି ଭେନ୍ୟୁରେ ଆୟୋଜନ କରାଯିବ ସେ ବିଷୟରେ ଆସନ୍ତା ୯ ତାରିଖରେ  ଚୂଡ଼ାନ୍ତ ନିଷ୍ପତ୍ତି ହେବ । 

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ‘ ଡବ୍ଲ୍ୟୁପିଏଲ୍‌କୁ  କେବଳ ଗୋଟିଏ ଭେନ୍ୟୁରେ ସୀମିତ ନରଖି ଏହାକୁ ଏକାଧିକ ଭେନ୍ୟୁରେ ଆୟୋଜନ ନେଇ ବିଚାର କରାଯାଉଛି । ହୁଏତ ଏଥର  ମୁମ୍ବାଇ ଏବଂ ବେଙ୍ଗାଲୁରୁ ଦୁଇଟି ସହରକୁ ଭେନ୍ୟୁ କରାଯାଇ ପାରେ । କିନ୍ତୁ ଆସନ୍ତା ୯ ତାରିଖରେ ଏ ବିଷୟରେ ଚୂଡ଼ାନ୍ତ ହେବ ।’ ପ୍ରଥମ ସଂସ୍କରଣ ଗତ ବର୍ଷ ମାର୍ଚ୍ଚ ୪ରୁ  ଆରମ୍ଭ ହୋଇ ୨୬ରେ ଶେଷ ହୋଇଥିଲା । ଆସନ୍ତା ୯ ତାରିଖରେ ଦ୍ୱିତୀୟ ସଂସ୍କରଣ  ପାଇଁ ଖେଳାଳି ନିଲାମ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.