ଭୁବନେଶ୍ବର, ୧୭/୫ : ଖଲ୍ଲିକୋଟରେ ହତ୍ୟା ଓ ହିଂସା ମାମଲାରେ ତଦନ୍ତ କରିବ SIT । ୩୦ଦିନ ମଧ୍ୟରେ ଚାର୍ଜସିଟ ଦାଖଲ କରିବ SIT । ଏହାସହ ଫେରାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବ ଏସଆଇଟି । ହିଂସା ଘଟଣାର ତଦାରଖ କରିବେ ADG । ଛତ୍ରପୁରରେ ରହି ଏହି ଘଟଣାର ତଦାରଖ କରିବେ ADG ।
![PCC](https://odia.prameya.com/prameya/document/compress/2/comp_2_134_1722052833907.webp)
କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ...