ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ରଜ ମହୋତ୍ସବ ମେଗା ଅଫର୍‌ ଘୋଷଣା: ଅରୁନ୍ଧତି ଜୁଏଲର୍ସରେ ‘ରଜ ପରୀ’ ସିଜନ-୬ ଶୁଭାରମ୍ଭ, ୮ ତାରିଖ ଯାଏଁ ଚାଲିବ

ଭୁବନେଶ୍ୱର,୦୩/୦୬: ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଗହଣା  ବ୍ରାଣ୍ଡ ଅରୁନ୍ଧତି ଜୁଏଲର୍ସ ତରଫରୁ ରଜ ମହୋତ୍ସବ ଅବସରରେ  ସୋସିଆଲ ମିଡିଆ ମାଧ୍ୟମରେ  ‘ରଜ ପରୀ’ ସିଜନ-୬ର ଶୁଭାରମ୍ଭ  କରାଯାଇଛି । ଏହା ଆସନ୍ତା ୮  ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିବ ।  ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ  ୧୫ରୁ ୩୦ ବର୍ଷର ଝିଅମାନେ ଅରୁନ୍ଧତି ଜୁଏଲର୍ସର  ଫେସ୍‌ବୁକ୍‌ ପେଜ୍‌କୁ ଯାଇ ନିଜ ନାମ ପଞ୍ଜୀକରଣ  କରିପାରିବେ ଏବଂ ପ୍ରତିଭା ଦେଖାଇ ଅରୁନ୍ଧତି  ଜୁଏଲର୍ସ ‘ରଜପରୀ’ ସିଜନ୍‌-୬ର ବିଜୟିନୀ  ହେବାର ସୌଭାଗ୍ୟ ଅର୍ଜନ କରିପାରିବେ । ଏହାସହ  ରଜ ମହୋତ୍ସବରେ ଗ୍ରାହକମାନଙ୍କ ଖୁସିକୁ ଦୁଇଗୁଣା  କରିବା ପାଇଁ ଅରୁନ୍ଧତି ଜୁଏଲର୍ସ ତରଫରୁ ମେଗା  ଅଫର ଘୋଷଣା କରାଯାଇଛି । 

ଏଥିରେ ଗ୍ରାହକମାନେ ଏଚ୍‌ୟୁଆଇଡି ହଲ୍‌ମାର୍କ ଶୁଦ୍ଧତାଯୁକ୍ତ ସୁନା ଗହଣାର  ଗଢ଼ା ମଜୁରି ଉପରେ ୫୦% ପର୍ଯ୍ୟନ୍ତ, ହୀରା ଗହଣା  କ୍ରୟ ଉପରେ ୨୦% ଏବଂ ରୁପା ଗହଣାର ଗଢ଼ା  ମଜୁରି ଉପରେ ୩୫% ରିହାତି ପାଇପାରିବେ । ଷ୍ଟୋରରେ ଗ୍ରାହକ ଦେଶ ବିଦେଶରୁ ବଛା ବଛା  ୧୦,୦୦୦ରୁ ଅଧିକ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଅଳଙ୍କାର  ସହ ଉଭୟ ନୂଆ ଏବଂ ପୁରୁଣା ସୁନା ଉପରେ  ଅଫରର ସମ୍ପୂର୍ଣ୍ଣ ଲାଭ ଉଠାଇପାରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.