ପ୍ରମୂଖ ଖବର
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଜୁନରେ ୧୦ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୦୨/୦୬:  ଜୁନରେ ଦେଶର ବିଭିନ୍ନ ପ୍ରାନ୍ତରେ  ବ୍ୟାଙ୍କ ୧୦ ଦିନ ବନ୍ଦ ରହିବ । ବିଭିନ୍ନ କାରଣ ପାଇଁ ଭିନ୍ନ ଭିନ୍ନ  ସ୍ଥାନରେ ୩ ଦିନ ମିଳିବନି ସେବା । ଏହା ବାଦ୍‌ ଜୁନରେ ୫ଟି  ରବିବାର ଏବଂ ୨ଟି ଶନିବାର ପଡୁଛି । ଏହାକୁ ଦେଖିଲେ ଏହି  ୨ ବାବଦକୁ ୭ ଦିନ ବନ୍ଦ ରହିବ ବ୍ୟାଙ୍କ । ମାସର ଆରମ୍ଭ ଛୁଟିରୁ  ହେବାକୁ ଯାଉଛି । ବ୍ୟାଙ୍କ ବନ୍ଦ ରହିଲେ ମଧ୍ୟ ଗ୍ରାହକ ଅନ୍‌ଲାଇନ  ବ୍ୟାଙ୍କିଙ୍ଗ ଏବଂ ଏଟିଏମ୍‌ ସେବା ପାଇ ପାରିବେ । ସେହିଭଳି  ସେୟାର ବଜାରରେ ମଧ୍ୟ ଜୁନରେ ୧୧ଦିନ କାମ ହେବନି ।

  • PrameyaOdia
  • prameya
  • bank
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.