ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଗାଈକୁ ଧକ୍କା ଦେଇ ଦୋକାନ ଭିତରକୁ ପଶିଗଲା ବରଯାତ୍ରୀ ଗାଡ଼ି, ଗାଈର ଚାଲିଗଲା ଜୀବନ

ଧର୍ମଗଡ଼ ୧୮/୦୫: ବରଯାତ୍ରୀଙ୍କୁ ନେଇ ଦ୍ରୁତ ଗତି ଆସୁଥିଲା ସ୍କର୍ପିଓ। ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର। ଗାଈକୁ ଧକ୍କା ଦେଇ ଦୋକାନ ଭିତକୁ ପଶିଗଲା ସ୍କର୍ପିଓ। ଭାଙ୍ଗିଲା ଦୋକାନ ସଟ ଓ ସମ୍ମୁଖ ଭାଗ। ଦୁର୍ଘଟଣା ଫଳରେ ଗାଈର ମୃତ୍ୟୁ ଘଟିଥିବା ଜଣାପଡିଛି।

ସୂଚନା ମୁତାବିକ ଶୁକ୍ରବାର ରାତି ପ୍ରାୟ ୧ଟା ସମୟରେ ଭବାନୀପାଟଣାରୁ ଧର୍ମଗଡ ଆସୁଥିବା ସ୍କର୍ପିଓ ଦ୍ରୁତ ଗୋଟିଏ ବଡ ଗାଈକୁ ଧକ୍କା ଦେଇଥିଲା । ଫଳରେ ଉକ୍ତ ସ୍ଥାନରେ ଗାଇଟି ମୄତ୍ୟୁ ହୋଇ ଯାଇଥିଲା । ପରେ ଭାରସାମ୍ୟ ହରାଇ ଏକ କପଡା ଦୋକାନର ସଟର ଭାଙ୍ଗି ଦୋକାନ ଭିତରେ ପଶିଗଲା। ଉଭୟ ଦୋକାନ ଓ ଗାଡିର ଅନେକ ନଷ୍ଟ ହୋଇଯାଇଛି । ପୋଲିସ ସମସ୍ତ ଗାଡ଼ି ଜବତ କରିବା ସହ ବରଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି l 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.