ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଗାଈକୁ ଧକ୍କା ଦେଇ ଦୋକାନ ଭିତରକୁ ପଶିଗଲା ବରଯାତ୍ରୀ ଗାଡ଼ି, ଗାଈର ଚାଲିଗଲା ଜୀବନ

ଧର୍ମଗଡ଼ ୧୮/୦୫: ବରଯାତ୍ରୀଙ୍କୁ ନେଇ ଦ୍ରୁତ ଗତି ଆସୁଥିଲା ସ୍କର୍ପିଓ। ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର। ଗାଈକୁ ଧକ୍କା ଦେଇ ଦୋକାନ ଭିତକୁ ପଶିଗଲା ସ୍କର୍ପିଓ। ଭାଙ୍ଗିଲା ଦୋକାନ ସଟ ଓ ସମ୍ମୁଖ ଭାଗ। ଦୁର୍ଘଟଣା ଫଳରେ ଗାଈର ମୃତ୍ୟୁ ଘଟିଥିବା ଜଣାପଡିଛି।

ସୂଚନା ମୁତାବିକ ଶୁକ୍ରବାର ରାତି ପ୍ରାୟ ୧ଟା ସମୟରେ ଭବାନୀପାଟଣାରୁ ଧର୍ମଗଡ ଆସୁଥିବା ସ୍କର୍ପିଓ ଦ୍ରୁତ ଗୋଟିଏ ବଡ ଗାଈକୁ ଧକ୍କା ଦେଇଥିଲା । ଫଳରେ ଉକ୍ତ ସ୍ଥାନରେ ଗାଇଟି ମୄତ୍ୟୁ ହୋଇ ଯାଇଥିଲା । ପରେ ଭାରସାମ୍ୟ ହରାଇ ଏକ କପଡା ଦୋକାନର ସଟର ଭାଙ୍ଗି ଦୋକାନ ଭିତରେ ପଶିଗଲା। ଉଭୟ ଦୋକାନ ଓ ଗାଡିର ଅନେକ ନଷ୍ଟ ହୋଇଯାଇଛି । ପୋଲିସ ସମସ୍ତ ଗାଡ଼ି ଜବତ କରିବା ସହ ବରଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି l 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.