ପ୍ରମୂଖ ଖବର
  • ରାଉରକେଲା : ହୋଟେଲ ରୁମ୍‌ରେ ଜୀବନ୍ତ ଜଳିଗଲେ ଯୁବତୀ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ବାରିପଦାରେ ଗଣେଶ ଭସାଣି ବେଳେ ଅଘଟଣ, ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର
  • ||
  • ମୋହନା : ପୋଖରୀରେ ବୁଡ଼ି ନାବାଳକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ଟ୍ରାକ୍ଟରକୁ ଧକ୍କା ଦେଲା ମାଲ୍‌ ବୋଝେଇ ଟ୍ରକ୍‌, ଟ୍ରାକ୍ଟର ଡ୍ରାଇଭର ମୃତ
  • ||
  • ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍, ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମିଳିଲା ସୁନା,୨୪ କିଲୋର ସୁନା ଅଳଙ୍କାର ଜବତ କଲା ସିଟି ଜିଏସ୍‌ଟି
  • ||
  • ଖୋର୍ଦ୍ଧା : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ସମ୍ବଲପୁର : ନିଶାସକ୍ତ ଅବସ୍ଥାରେ ସାଙ୍ଗ ସାଜିଲା ଶତ୍ରୁ, ବାଡ଼ିରେ ପିଟିପିଟି ହତ୍ୟା କଲା ସାଙ୍ଗ
  • ||
  • ୩ ମାସ ପାଇଁ କୁକୁଡ଼ା ଚାଷ ବନ୍ଦ:ପୁରୀ ଜିଲ୍ଲାରେ ୧୪୧ଟି କୁକୁଡ଼ା ଫାର୍ମ ସିଲ୍‌
  • ||
  • ସୁନ୍ଦରଗଡ଼ : ସୁଭଦ୍ରା ଫର୍ମ ପୂରଣ ବେଳେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଜନସେବା କେନ୍ଦ୍ରର ପରିଚାଳକଙ୍କୁ ବାନ୍ଧିଲା ପୋଲିସ
  • ||
  • କଳାହାଣ୍ଡି ଗଡ଼ଜାତର ନୂଆଁଖାଇ,୧୦ଟାରୁ ୧୨ଟା ୪୦ ମିନିଟ୍‌ ମଧ୍ୟେ ସର୍ବସାଧାରଣ ନୂଆଁ ଖାଇବେ
  • ||
  • ସୋର : ଏମିତି ବି ଆସେ ମୃତ୍ୟୁ, ବାଇକରୁ ଓହ୍ଲାଇଲା ବେଳେ ଚାଳିଗଲା ଜୀବନ
  • ||
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ମଲ୍ଟି ଫର୍ମାଟ ସିରିଜ୍ ପାଇଁ ଟିମ୍ ଘୋଷଣା କଲା BCCI, ସାମିଲ ହେଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ ସମିତ୍

ନୂଆଦିଲ୍ଲୀ, ୩୧।୮: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ମଲ୍ଟି ଫର୍ମାଟ ସିରିଜ୍ । ବିସିସିଆଇ ଘୋଷଣା କଲା ଭାରତୀୟ ଟିମ୍ । ଟିମ୍‌ରେ ସାମିଲ ହେଲେ ପୂର୍ବତନ ଖେଳାଳି ତଥା କୋଚ୍ ରାହୁଲ ଦ୍ରାବିଡ଼ଙ୍କ ୧୮ ବର୍ଷିୟ ପୁଅ ସମିତ ଦ୍ରାବିଡ଼ । 

ସମିତ ଟିମ୍ ଇଣ୍ଡିଆର ଅଣ୍ଡର-୧୯ ସ୍କ୍ୱାର୍ଡରେ ଡେବ୍ୟୁ କରିବେ । ଭାରତର ଅଣ୍ଡର-୧୯ ଟିମ୍ ଅଷ୍ଟ୍ରେଲିଆ ସହ ୱାନଡ଼େ ଏବଂ ଚାରି ଦିବସୀୟ ମ୍ୟାଚ୍ ଖେଳିବାକୁ ରହିଛି । ଏହି ଦୁଇଟି ଫର୍ମାଟରେ ସମିତଙ୍କୁ ଖେଳିବାର ସୁଯୋଗ ମିଳିଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଏହି ସିରିଜ୍ ୨୧ ସେପ୍ଟେମ୍ବରରୁ ଆରମ୍ଭ ହେବ । ଯାହା ଅକ୍ଟୋବର ୧୦ ଯାଏ ଚାଲିବ । ଜୁନିଅର ଚୟନ କମିଟି ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ଆଗାମୀ ମଲ୍ଟି ଫର୍ମାଟ୍ IDFC ଫାଷ୍ଟ ବ୍ୟାଙ୍କ ଘରୋଇ ସିରିଜ୍ ପାଇଁ ଇଣ୍ଡିଆ ଅଣ୍ଡର-୧୯ ଦଳ ଚୟନ କରିଛି । 

ସିରିଜରେ ୩ଟି ୫୦ ଓଭର ମ୍ୟାଚ୍ ଏବଂ ଦୁଇଟି ୪ ଦିନିଆ ମ୍ୟାଚ୍ ପୁଡୁଚେରୀ ଏବଂ ଚେନ୍ନାଇରେ ଖେଳାଯିବ । ଅଷ୍ଟ୍ରେଲିଆ ବିପକ୍ଷ ODI ସିରିଜରେ ଭାରତର ଅଣ୍ଡର-୧୯ ଟିମ୍‌ର ଅଧିନାୟକ ହେବେ ୟୁପିର ଷ୍ଟାର ବ୍ୟାଟ୍ସମ୍ୟାନ୍ ମହମ୍ମଦ ଅମାନ । ଅନ୍ୟପଟେ ଚାରି ଦିନିଆ ସିରିଜରେ ମଧ୍ୟପ୍ରଦେଶର ସୋହମ୍ ପାଟୱରାନ୍ ଭାରତୀୟ ଦଳର ନେବେ ନେତୃତ୍ୱ । ତେବେ ଯଦି ରାହୁଲ ଦ୍ରାବିଡ଼ଙ୍କ ପୁଅ ସମିତ ଦ୍ରାବିଡଙ୍କ କଥା କହିବା ତେବେ ସେ ଏହା ପୂର୍ବରୁ ମହାରାଜ ଟ୍ରଫି KSCA ଟି-୨୦ରେ ଖେଳି ସାରିଛନ୍ତି । ତାଙ୍କୁ ୫୦ ହଜାର ଟଙ୍କାରେ କିଣିଥିଲା ଟିମ୍ । 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.