ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

‘ଓାନ୍ ଚାଇ, ପ୍ଲିଜ୍’...ନାଗପୁରରେ ଚା’ପିଇ ମଜାଦାର ଭିଡିଓ ସେୟାର କଲେ ବିଲ୍ ଗେଟ୍ସ

ନୂଆଦିଲ୍ଲୀ ୦୧/୦୩: ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟ୍ସ ଏବେ ଭାରତରେ । ଗତ ବୁଧବାର ଓଡ଼ିଶା ଗସ୍ତରେ ଆସି ରାଜ୍ୟର ଦେଶୀ ଉତ୍ପାଦଗୁଡ଼ିକୁ ସେ ଖୁବ୍‌ ପ୍ରଶଂସା କରିଥିଲେ । ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ସେ ନାଗପୁରର ଜଣେ ଚା’ବାଲାଙ୍କ ହାତରୁ ଚା’ର ମଜା ନେଉଥିବା ଦେଖିବାକୁ ମିଳିଛି । 




ଡଲି ଚା’ବାଲା ନାମକ ଏହି ବ୍ୟକ୍ତିଙ୍କ ସହ ତାଙ୍କ ଭିଡିଓ ଏବେ ଟ୍ରେଣ୍ଡ୍‌ରେ ଅଛି । ଭିଡିଓ ସହିତ ଗେଟ୍ସ କ୍ୟାପ୍‌ସନ ଲେଖିଛନ୍ତି ‘ଭାରତରେ, ଆପଣ ଯେଉଁଠି ଦେଖିବେ ସବୁଠି ସୃଜନଶୀଳତା ପାଇବେ- ଏପରିକି ସାଧାରଣ କପେ ଚା’ ପ୍ରସ୍ତୁତିରେ ବି ।’ ଭିଡିଓରେ ଗେଟ୍ସ ଡଲି ଚା’ବାଲାଙ୍କୁ ‘ଓାନ୍‌ ଚାଇ, ପ୍ଲିଜ୍‌’ ପାଇଁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି । ଡଲି ଚା’ ପ୍ରସ୍ତୁତ କରି ଗେଟ୍ସଙ୍କୁ ଦେଉଛନ୍ତି । ଗେଟ୍ସଙ୍କ ନମ୍ର ସ୍ୱଭାବକୁ ୟୁଜର୍‌ ଖୁବ୍‌ ପ୍ରଶଂସା କରୁଛନ୍ତି । ଡଲି ନିଜର ଚା’ ପ୍ରସ୍ତୁତି ପ୍ରଣାଳୀକୁ ମଧ୍ୟ ଭିଡିଓରେ ପ୍ରଦର୍ଶନ କରିଛନ୍ତି । ଭିଡିଓ ପୋଷ୍ଟ୍‌ ହେବାର ୧୪ ଘଣ୍ଟା ମଧ୍ୟରେ ୧.୪ କୋଟିରୁ ଅଧିକ ୟୁଜର୍‌ ଦେଖି ସାରିଲେଣି । ଅନେକ ୟୁଜର୍‌ ମଜାଦାର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.