ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ବଜେଟ ୨୦୨୪-୨୫, ଏଲ୍‌ପିଜି ସବ୍‌ସିଡି ବ୍ୟୟବରାଦ ୯,୦୦୦ କୋଟି ହୋଇପାରେ

ନୂଆଦିଲ୍ଲୀ,୦୫/୦୭: ଚଳିତ ମାସ ସଂସଦରେ  ଉପସ୍ଥାପିତ ହେବ ୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟ୍‌ ।  ଏଥିରେ ଅନେକ ଲୋକାଭିମୁଖୀ ଘୋଷଣା ହୋଇପାରେ  ବୋଲି ଅନୁମାନ କରାଯାଉଛି । ତେବେ ପ୍ରଧାନମନ୍ତ୍ରୀ  ଉଜ୍ଜ୍ୱଳା ଯୋଜନା (ପିଏମ୍‌ୟୁୱାଇ) ହିତାଧିକାରୀଙ୍କୁ  ଏଲ୍‌ପିଜି ସବ୍‌ସିଡି ପ୍ରଦାନ କରିବା ଲାଗି ଏଥିରେ  ୯,୦୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇପାରେ  ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ମୋଦି ସରକାର ନିରନ୍ତର ଭାବେ ଉଜ୍ଜ୍ୱଳା ଯୋଜନା  ଅଧୀନରେ ମହିଳାମାନଙ୍କୁ ଏଲ୍‌ପିଜି ସବ୍‌ସିଡି ପ୍ରଦାନ  କରି ଆସୁଛନ୍ତି । ତେବେ ଏହି ୯୦୦୦ କୋଟିର ସବ୍‌ସିଡି  ତୈଳ ମାର୍କେଟିଂ କମ୍ପାନି(ଓଏମ୍‌ସି) ଗୁଡ଼ିକୁ ସ୍ଥାନାନ୍ତର  କରାଯିବ, ଯାହାକୁ ସେମାନେ ସବ୍‌ସିଡି ଏଲ୍‌ପିଜି  ଯୋଗାଇବାରେ ବ୍ୟବହାର କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.