ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ସିଆରିନାଲିଆଠାରେ ବଜ୍ରପାତ : ଗାଈ ଓ ବଳଦ ମୃତ

 ରିଆମାଳ,୧୭।୯  ବୁଢ଼ାପଲ ଗ୍ରାମର ସିଆରିନାଲିଆଠାରେ  ଅପରାହ୍ନରେ  ବଜ୍ରପାତରେ ଗୋଟିଏ  ଗାଈ ଓ ୩ ବଳଦ ଙ୍କ ମୃତ୍ୟୁ ହୋଇଛି। ଏଥିସହ  ଦୁଇ ବଳଦ ଗୁରୁତର ହୋଇଛନ୍ତି।

 ସୂଚନା ଅନୁସାରେ ବୁଢ଼ାପାଳ ଗ୍ରାମର ହାଡ଼ି ବନ୍ଧୁ ପ୍ରଧାନଙ୍କ ଗୋଟିଏ ଗାଈ, ରସାନନ୍ଦ ସାହୁ, ମୋତି ବେହେରା, ଅରୁଣ ସାହୁ ଙ୍କ ଗୋଟିଏ ଲେଖାଏଁ ବଳଦ ସହିତ ଆଉ ଦୁଇଟି ବଳଦ ଚରିବାକୁ ଯାଇଥିବା ବେଳେ ଅଚାନକ ବର୍ଷା ଓ ବଜ୍ରପାତ ହୋଇଥିଲା।ଫଳରେ ଗୋଟିଏ ଗାଈ ଓ  ୩ ବଳଦଙ୍କ ବଜ୍ରପାତରେ ମୃତ୍ୟୁ ଘଟିଥିଲା  ଏଥିସହ  ଦୁଇଟି ବଳଦ ଗୁରୁତର ହୋଇଥିଲେ।

Copyright © 2022 - Summa Real Media Private Limited. All Rights Reserved.