ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ଡାଇନୋସର୍‌ କହିବ ନିଜ କାହାଣୀ...ଏଲ୍‌ଇଡିରେ ଚାଲିବ ସୋ': ରାଜ୍ୟ ସଂଗ୍ରହାଳୟ ଦିବସରେ ହେବ ଉଦ୍‌ଘାଟନ

ଭୁବନେଶ୍ୱର,୨୩/୦୩; ବିଶାଳକାୟ  ଡାଇନୋସର । ତା’ସାଙ୍ଗରେ ଖେଳୁଛନ୍ତି ଦୁଇଟି  ଛୁଆ ଡାଇନୋସର୍‌ । ଡାଇନୋସର୍‌ ଏତେ ବଡ଼  ଯେ ଦେଖିବାକୁ ଆଖି ପାଉନି । ଏହି ଡାଇନୋସର୍‌  କଥା କହିବ, ମୁଣ୍ଡ ହଲାଇବ, ତା ଆଖିରେ  ଜଳିବ ଲାଇଟ୍‌ । ରାଜଧାନୀରେ ଏ ବିଶାଳକାୟ  ଡାଇନୋସର୍‌ ରାଜ୍ୟ ସଂଗ୍ରହାଳୟ ପରିସରରେ ଦେଖିବାକୁ ମିଳିବ । ଡାଇନୋସର୍‌ କହିବ ନିଜ  ଅସ୍ତିତ୍ୱ ଓ ଗରିମାମୟ ଇତିହାସ ବିଷୟରେ।  ଘଣ୍ଟିକିଆ ସୋ’ ଚାଲିବ । ୫୦ରୁ ଅଧିକ ଲୋକ  ବସି ଦେଖିବା ଭଳି ବ୍ୟବସ୍ଥା ମଧ୍ୟ କରାଯିବ । ସଂଗ୍ରହାଳୟ ଦିବସ ପାଳନ ଅବସରରେ ଏହି ବିଶାଳକାୟ ଡାଇନୋସର୍‌କୁ ଉଦ୍‌ଘାଟନ  କରାଯିବ । ପ୍ରତିଦିନ ଏଲ୍‌ଇଡିରେ ଏକ  ସୋ’ କରାଯିବ । ଡାଇନୋସର୍‌ ନିର୍ମାଣ ପାଇଁ  ଇ-ଟେଣ୍ଡର କରାଯାଇଥିବା ବେଳେ ଦିଲ୍ଲୀର  ଏକ ଏଜେନ୍ସି ଏହାର ନିର୍ମାଣ ଭାର ନେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.