ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

ଗୁଜୁରାଟର କଚ୍ଛରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତ୍ରିବତା ୪.୦

ଅହମ୍ମଦାବାଦ, ୨୮/୧ : ଗୁଜୁରାଟର କଚ୍ଛରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ରହିଛି ୪.୦ । ଏହାର ପ୍ରଭାବରେ କେତେକ ଅଞ୍ଚଳରେ ଦେଖିବାକୁ ମିଳିଛି । ଭୂମିକମ୍ପର କେନ୍ଦ୍ର ଭଚାଉରୁ ୨୧କିଲୋମିଟର ଉତ୍ତର ଉତ୍ତର ପୂର୍ବରେ ଥିଲା । ଭୂମିକମ୍ପର ଝଟକା ଅନୁଭବ ହେବା ମାତ୍ରକେ ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ । ମାତ୍ର ଏବେ ପର୍ଯ୍ୟନ୍ତ କାହାର କୌଣସି ପ୍ରକାର କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି । 

ପ୍ରକାଶ ଯେ, ପୂର୍ବରୁ ଦିଲ୍ଲୀ-ଏନସିଆର, ପଞ୍ଜାବ ସହିତ ଚଣ୍ଡିଗଡ଼ ଏବଂ ଜମ୍ମୁ-କଶ୍ମୀରରେ ଭୂମିକମ୍ପରେ ଥରି ଉଠିଥିଲା । ଭୂମିକମ୍ପର ଏହି ଝଟକା ବହୁ ସମୟ ପର୍ଯ୍ୟନ୍ତ ଅନୁଭବ କରିଥିଲେ । ଯେଭଳି ଭାବେ ଭୂମିକମ୍ପ ଆସିଥିଲା ଲୋକେ ନିଜ ଘର ଏବଂ ଅଫିସରୁ ବାହାରକୁ ଚାଲି ଆସିଥିଲେ । ଏହି ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ତାନର ଫୖଜାବାଦରେ ଥିଲା । ହିନ୍ଦୁକୁଶ କ୍ଷେତ୍ରରେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୨ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.