ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ଛତିଶଗଡରେ ଏନକାଉଣ୍ଟର, ୮ ମାଓବାଦୀ ନିହତ

ରାୟପୁର,୧୦।୫:  ଛତିଶଗଡର ବିଜାପୁରର ପିଡିଆ ଜଙ୍ଗଲରେ ପୋଲିସ ଓ  ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର।  ଏହି ସଂଘର୍ଷରେ ବେଳେ ୮ ଜଣ ମାଓବାଦୀ ନିହତ ହୋଇଥିବାର ଖବର ମିଳିଛି। ସେଭଳି ଜଙ୍ଗଲରେ ଥିବା ବହୁ ବଡ ମଓେବାଦୀଙ୍କୁ ଯବାନମାନେ ଘେରାଉ କରିନେଇଛି। ଏବେ ବି ରହି ରହି ଦୁଇପଟୁ ସଂଘର୍ଷ ଚାଲିଛି। ଘଟଣାସ୍ଥଳରୁ ମାଓବାଦୀଙ୍କ ମୃତଦେହ ଓ ହତିଆର ଜବତ କରାଯାଇଛି।

୩ ଜିଲ୍ଲାର ଯବାନ ଆଣ୍ଟି ନକ୍ସଲ ଅପରେସନ୍‌ରେ ଅଛନ୍ତି ଓ ୧୨ ଘଣ୍ଟା ହେବ ଲଗାତାର ସଂଘର୍ଷ ଜାରି ରହିଛି। ବଡ଼ ନକ୍ସଲ ଲିଡରଙ୍କ ଉପସ୍ଥିତି ବିଷୟରେ ଜଣାପଡିବା ପରେ ଅପରେସନ୍ ଲଞ୍ଚ କରାଯାଇଥିଲା। ବସ୍ତର ଆଇଜି ଓ ଡିଆଇଜିଙ୍କ ସହିତ ଜିଲ୍ଲାର ଏସପି ଅପରେସନ୍‌ ଉପରେ ନଜର ରଖିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.