ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, କଳାହାଣ୍ଡିର ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ୨ ବର୍ଷ କାରାଦଣ୍ଡାଦେଶ

କଳାହାଣ୍ଡି,୧୮/୫ : ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ କଳାହାଣ୍ଡିର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ। ସୂଚନା ମୁତାବକ, ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରା ପଡିଥିଲେ ପ୍ରଧାନ ଶିକ୍ଷକ। ଏହାପରେ ସେ ବିଚାରପତି ଭିଜିଲାନ୍ସ ଦ୍ବାରା ଦୋଶୀ ସାବ୍ୟସ୍ତ ହୋଇଥିଲେ । ଏନେଇ ତାଙ୍କୁ ୨ ବର୍ଷ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନାର ନିର୍ଦ୍ଦେଶ ହୋଇଥିଲା । ସେହିପରି ଏହି ଜରିମାନା ଅନାଦେୟ ହେଲେ ଅଧିକ ୩ମାସ କାରାଦଣ୍ଡାଦେଶର କୋର୍ଟ ନିର୍ଦ୍ଦେଶ ଦେଇଥିଲେ  । ବର୍ତ୍ତମାନ ଭିଜିଲାନ୍ସ ପେନସନ ମଧ୍ୟ ବନ୍ଦ କରିବା ନେଇ  ପଦକ୍ଷେପ ଗ୍ରହଣ କରିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.