ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେନ୍ଦୁଝରରେ ପୋଲିସ ପ୍ରଶାସନ ତରଫରୁ ପ୍ଲାଗ ମାର୍ଚ୍ଚ

କେନ୍ଦୁଝର ସଦର, ୨୪/୫ : ଆସନ୍ତାକାଲି କେନ୍ଦୁଝରରେ ହେବ ଲୋକସଭା ନିର୍ବାଚନ। ଏଥିପାଇଁ କେନ୍ଦୁଝର ଜିଲ୍ଲା ସଦର ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ମହାଦେଇଯୋଡା ବରଦାପାଳ ତଳ କଇଁସାରୀ ଏବଂ କୁମୁଣ୍ଡି ପଞ୍ଚାୟତର ସମସ୍ତ ବୁଥରେ ସେଣ୍ଟ୍ରାଲ ଫୋର୍ସ ମୁତୟନ କରାଯାଇଛି। ଗୁରୁବାର ପୋଲିସ ପ୍ରଶାସନ ତରଫରୁ ପ୍ଲାଗ ମାର୍ଚ୍ଚ କରଯାଇଛି। ନିର୍ବାଚନ କିପରି ଖୁବ୍ ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହେବ ସେଥିପ୍ରତି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.